ରାୟଗଡା: ଗଜପତି: ଜିରାଙ୍ଗ ରାଜସ୍ୱ କାର୍ଯ୍ୟାଳୟକୁ ଯିବା ରାସ୍ତା ଶୋଚନୀୟ, ହଇରାଣ ୮ ପଞ୍ଚାୟତବାସୀ
ଗଜପତି ଜିଲ୍ଲା ରାୟଗଡ଼ ତହସିଲର ଜିରାଙ୍ଗ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ମାଟି ରାସ୍ତା ଖରାପ ଥିବାରୁ ୮ଟି ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ।