ମହାକାଳପଡା: ପରକୂଳା ଠାରେ ଏକ କାର୍ଯ୍ୟକ୍ରମ ରେ ମନ୍ତ୍ରୀଙ୍କ ଯୋଗଦାନ
ପରକୂଳା ଠାରେ ଅନୁଷ୍ଠିତ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସ ଙ୍କ ଆଶ୍ରମରେ ଅନୁଷ୍ଠିତ ୩୭ତମ ବାର୍ଷିକ ଉତ୍ସବରେ ଆଜି ସନ୍ଧ୍ୟା ୬.୩୦ମିନିଟ ସମୟରେ ଯୋଗଦେଇଛନ୍ତି ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ। ଏବଂ ନିଜର ବକ୍ତୃତା ମଧ୍ୟ ରଖିଛନ୍ତି। ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମ୍ପର୍କରେ ଆଲୋଚନା କରିବା ସହ ଏହି କାର୍ଯ୍ୟକ୍ରମ କିଭଳି ଶୃଙ୍ଖଳାର ସହ ସମ୍ପନ୍ନ ହେବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିବା ସୂଚନା।