ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ସହିତ କାର ଜବତ ଓ ୦୧ ମୋଟର ସାଇକେଲ , ୦୪ ଗିରଫ ।
ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀମତୀ ସ୍ୱପ୍ନାରାଣୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଓ ଜଳେଶ୍ୱର ଉପ-ଅଧିକ୍ଷକ ଶ୍ରୀ ଶଶୀକାନ୍ତ ଦତ୍ତ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଉପ-ନିରୀକ୍ଷକ ଶ୍ରୀ ଭବେଶ ଦାସ ଓ ଜଳେଶ୍ୱର ଅବକାରୀ ନିରୀକ୍ଷକ ଶ୍ରୀ ଦେବେନ୍ଦ୍ର ବେହେରା, ଏ.ପି.ଆର ଫୋର୍ସ ଓ ଅବକାରୀ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ବସ୍ତା ଥାନା ଅନ୍ତର୍ଗତ ବୀଣାପୁର ଓ ଜଳେଶ୍ୱର ଥାନା ଅନ୍ତର୍ଗତ ଡିଙ୍ଗସୁଳା ଏବଂ ଭୋଗରାଇ ଥାନା ଅନ୍ତର୍ଗତ ଭୋଗରାଇ ଲକ ଗ୍ରାମରେ ଚଢ଼ାଉ