Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

#ଅବକାରୀ_ବିଭାଗର_ବଡ଼_ଚଢ଼ାଉ, #୨୦_ଲକ୍ଷରୁ_ଅଧିକ_ମଦ_ଜବତ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅବକାରୀ ଥାନା ର ବିଭିନ୍ନ ଅଞ୍ଚଳ ରୁ ଚଢ଼ାଉ #Balasore #Jaleswar #ExciseRaid #LiquorSeizure #FakeLiquor #ExciseDepartment #BreakingNews #OdishaNews #mahimatv #CrimeNews #Basta #Baliapal #Bhogarai #IllegalLiquor #PoliceAction #SpecialReport #OdishaUpdates #JaleswarNews #BalasoreNews #NewsAlert

Basta, Balasore | Jun 6, 2026

MORE NEWS

#RTI_ତଥ୍ୟ_କହୁଛି_ସୂଚନା_ଫଳକର_ଗୁମର । 
#ସରିଛି_ଅବଧି_ସରିନାହିଁ_କାମ । 
ନିମ୍ନମାନର କାମ ତଦନ୍ତ ପାଇଁ ଦାବି କଲେ ସ୍ଥାନୀୟ ଲୋକେ ।
ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ରୁ ଆସିଛି ଏମିତି ଅଭିଯୋଗ । 

Dinabandhu Pradhan CMO Odisha Rajesh Behera Ajit Kumar Sahoo Journalist 
#mahimatv #newsfeed #information #OdishaNews #tender #roadconstruction #balasore #Jaleswar 
#baleswar #jaleswar #basta #baliapal #rdroadissue #roadscam #rddept #dmbaleswar #mohancharanmajhi #crime  #Bhubaneswar #News #Odia #Latest #Breakingnews #Latestnews #Video #livesport

#RTI_ତଥ୍ୟ_କହୁଛି_ସୂଚନା_ଫଳକର_ଗୁମର । #ସରିଛି_ଅବଧି_ସରିନାହିଁ_କାମ । ନିମ୍ନମାନର କାମ ତଦନ୍ତ ପାଇଁ ଦାବି କଲେ ସ୍ଥାନୀୟ ଲୋକେ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ରୁ ଆସିଛି ଏମିତି ଅଭିଯୋଗ । Dinabandhu Pradhan CMO Odisha Rajesh Behera Ajit Kumar Sahoo Journalist #mahimatv #newsfeed #information #OdishaNews #tender #roadconstruction #balasore #Jaleswar #baleswar #jaleswar #basta #baliapal #rdroadissue #roadscam #rddept #dmbaleswar #mohancharanmajhi #crime #Bhubaneswar #News #Odia #Latest #Breakingnews #Latestnews #Video #livesport

Basta, Balasore | Jun 27, 2026

ଗ୍ରାହକଙ୍କ ଆକାଉଣ୍ଟରୁ ୪୮ ହଜାର ଗାଏବ,
ଏଭଳି ଘଟଣା ବାଲେଶ୍ବର-ମୟୂରଭଞ୍ଜ ଜିଲା  ସୀମାନ୍ତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଚିଞ୍ଚଳଗଡ଼ିଆ ଶାଖାର ଜଣେ ଗ୍ରାହକଙ୍କ ଠାରୁ 
CMO Odisha PMO India Surajtv Surajtv Odia #dmmayurbhanja #dmbalasore Bank of India #chinchalgadia

ଗ୍ରାହକଙ୍କ ଆକାଉଣ୍ଟରୁ ୪୮ ହଜାର ଗାଏବ, ଏଭଳି ଘଟଣା ବାଲେଶ୍ବର-ମୟୂରଭଞ୍ଜ ଜିଲା ସୀମାନ୍ତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଚିଞ୍ଚଳଗଡ଼ିଆ ଶାଖାର ଜଣେ ଗ୍ରାହକଙ୍କ ଠାରୁ CMO Odisha PMO India Surajtv Surajtv Odia #dmmayurbhanja #dmbalasore Bank of India #chinchalgadia

Basta, Balasore | Jun 26, 2026

#ଡକାୟତି_ଯୋଜନା_ବେଳେ_ପୋଲିସ_ର_ଚଢଉ
#ଦୁଇଟି_ବନ୍ଧୁକ_ସମେତ_10_ଟି_ଅଫୂଟା_ଗୂଳି_ଗୋଟିଏ_କାର_ଜବଦ 
#୩ଜଣ_ଡକାୟତ_ଗିରଫ 
#dmbalasore #igbalasore #spbalasore #OdishaNews 
#newsfeed #police #BASTA #PoliceAction #PoliceNews 
#balasore #mahimatv

#ଡକାୟତି_ଯୋଜନା_ବେଳେ_ପୋଲିସ_ର_ଚଢଉ #ଦୁଇଟି_ବନ୍ଧୁକ_ସମେତ_10_ଟି_ଅଫୂଟା_ଗୂଳି_ଗୋଟିଏ_କାର_ଜବଦ #୩ଜଣ_ଡକାୟତ_ଗିରଫ #dmbalasore #igbalasore #spbalasore #OdishaNews #newsfeed #police #BASTA #PoliceAction #PoliceNews #balasore #mahimatv

Basta, Balasore | Jun 25, 2026

Basta, Balasore | Jun 25, 2026

ଦୁଇଟି ବନ୍ଧୁକ ସମେତ 10 ଟି ଅଫୁଟା ଗୁଳି, ଗୋଟିଏ କାର ଜବଦ, 3 ଡକାୟତ ଗିରଫ, କଟୁରୀ, ଶାବଳ, ଛୂରୀ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା- ବାଲିଆପାଳ ମୁଖ୍ଯ ରାସ୍ତା ର ପୁଟୁରା ଛକ ରେ ଚଢଉ କରି ଜବଦ କରିଛି ପୋଲିସ, ବିଳମ୍ବିତ ରାତିରେ ଏକ କାରରେ 5 ଜଣ ଯାଉଥିବା ବେଳେ ସିଂଲା ପୋଲିସ ସେମାନଙ୍କ ପିଛା କରି ଅଚାନକ ଚଢଉ କରିଥିଲା । ଘଟଣା ସ୍ଥଳରୁ 2 ଜଣ ଚମ୍ପଟ ମାରିଥିବା ବେଳେ ଦୁଇ ନାବାଳକ ସମେତ 3 ଜଣକୁ ଗିରଫ କରିଛି ପୋଲିସ,କାର ଭିତରୁ ଦୁଇଟି ଗୁଳି ଭର୍ତ୍ତି ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ ହୋଇଥିବା ବେଳେ ଗିରଫ ସମସ୍ତଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳ ର ବୋଲି ସିଂଲା ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଓ ସମର୍ଥ ବେହେରା
CMO Odisha Surajtv Surajtv Odia @SP Balasore

ଦୁଇଟି ବନ୍ଧୁକ ସମେତ 10 ଟି ଅଫୁଟା ଗୁଳି, ଗୋଟିଏ କାର ଜବଦ, 3 ଡକାୟତ ଗିରଫ, କଟୁରୀ, ଶାବଳ, ଛୂରୀ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା- ବାଲିଆପାଳ ମୁଖ୍ଯ ରାସ୍ତା ର ପୁଟୁରା ଛକ ରେ ଚଢଉ କରି ଜବଦ କରିଛି ପୋଲିସ, ବିଳମ୍ବିତ ରାତିରେ ଏକ କାରରେ 5 ଜଣ ଯାଉଥିବା ବେଳେ ସିଂଲା ପୋଲିସ ସେମାନଙ୍କ ପିଛା କରି ଅଚାନକ ଚଢଉ କରିଥିଲା । ଘଟଣା ସ୍ଥଳରୁ 2 ଜଣ ଚମ୍ପଟ ମାରିଥିବା ବେଳେ ଦୁଇ ନାବାଳକ ସମେତ 3 ଜଣକୁ ଗିରଫ କରିଛି ପୋଲିସ,କାର ଭିତରୁ ଦୁଇଟି ଗୁଳି ଭର୍ତ୍ତି ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ ହୋଇଥିବା ବେଳେ ଗିରଫ ସମସ୍ତଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳ ର ବୋଲି ସିଂଲା ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଓ ସମର୍ଥ ବେହେରା CMO Odisha Surajtv Surajtv Odia @SP Balasore

Basta, Balasore | Jun 25, 2026