ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ଅଶାନ୍ତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପରିସର ।ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ।ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିବା ସହିତ ଉଭୟ ଗୋଷ୍ଠିରୁ ୯ଜଣଙ୍କୁ ଅଟକ ରଖିଛି ।ସମସ୍ତ ଛାତ୍ରଛାତ୍ରୀଙ୍କୁ ଶାନ୍ତି ଶୃଙ୍ଖଳା ବଜାଏ ରଖିବାକୁ ଅପିଲ କରିଛନ୍ତି ବ୍ରହ୍ମପୁର ଏସପି ଅଭିନବ ସୋନକର । ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯାଇଛି। #gtvnewsodisha #berhampur #ganjam #odisha #silkcity