Public App Logo
Jansamasya
News
Bjp
National
Police
Bihar
बिहार
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh
Haryana

ଅମ୍ବାଭୋନା: ରାମଖୋଲ ନିକଟବର୍ତ୍ତୀ ମା ଗର୍ଜନପାଟ ପୀଠ ରେ ଆଜି କାର୍ତିକ ପୁର୍ଣିମା ଅବସରରେ କାର୍ତିକ ପୁର୍ଣିମ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ବରଗଡ଼ ଜିଲ୍କା ଅନ୍ତର୍ଗତ ଅମ୍ବାଭୋନା ବ୍ଲକ ର ରାମଖୋଲ ନିକଟବର୍ତ୍ତୀ ମା ଗର୍ଜନପାଟ ପୀଠ ରେ ଆଜସକାଳୁ କାର୍ତିକ ପୁର୍ଣିମା ଅବସରରେ କାର୍ତିକ ପୁର୍ଣିମା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି l ହଜାର ହଜାର ମହିଳା ଭକ୍ତ ଓ ପୁରୁଷ ଭକ୍ତ ଏହି ଉତ୍ସବ ରେ ଯୋଗଦେଇଥିଲେ ! ଆଜି ସକାଳୁ ଭକ୍ତ ମାନଙ୍କ ସମାଗମ ଆରମ୍ଭ ହୋଇଥିଲା ବେଳେ ଅପରାହ୍ନ 2 PM ରୁ ସନ୍ଧ୍ୟା 7 PM ଭିତରେ ଅସଂଖ୍ୟ ଭକ୍ତ ସମାଗମ ରହିଥିଲା l ରାମଖୋଲ ଗ୍ରାମବାସୀ ଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ବେଳେ ଅଂଚଳବାସି ଙ୍କ ସହଯୋଗ ମଧ୍ୟ ରହିଥିଲା l ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା l

MORE NEWS

ଅମ୍ବାଭୋନା: ରାମଖୋଲ ନିକଟବର୍ତ୍ତୀ ମା ଗର୍ଜନପାଟ ପୀଠ ରେ ଆଜି କାର୍ତିକ ପୁର୍ଣିମା ଅବସରରେ କାର୍ତିକ ପୁର୍ଣିମ ଉତ୍ସବ ମହାସମାରୋହରେ ଅନୁଷ୍ଠିତ - Ambabhona News