ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ କନ୍ୟା ପୂଜନ: ୫୦ରୁ ଅଧିକ ନବଜାତ କନ୍ୟାଙ୍କୁ ସମ୍ମାନ
Baleshwar, Balasore | Oct 11, 2026
ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ବିପ୍ର ଫାଉଣ୍ଡେସନ ଓ ମାରୱାଡ଼ି ମହିଳା ସମିତି ପକ୍ଷରୁ କନ୍ୟା ପୂଜନ। ମହିଳା ଓ ପ୍ରସୂତି ବିଭାଗରେ ୫୦ରୁ ଅଧିକ ନବଜାତ କନ୍ୟାଙ୍କ ପରିବାରକୁ ପ୍ରଦାନ କରାଗଲା ସ୍ନେହ ଉପହାର।