Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
हादसा
News
पुलिस
Maharashtra
Bjp
National
Police
Bihar
India
जनसमस्या
कांग्रेस
चोरी
Accident
Congress
Modi
Delhi
Viral
Crime
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Madhyapradesh
Pmmodi
asmitakhabar
#ପୂର୍ବତନ_କେନ୍ଦ୍ରମନ୍ତ୍ରୀ_ତଥା_ସମ୍ବଲପୁର_ସାଂସଦ_ଧର୍ମେନ୍ଦ୍ର_ପ୍ରଧାନଙ୍କୁ_ଚଣ୍ଡିଖୋଲ ଛକ_ଠାରେ_ସ୍ୱାଗତ_ସମ୍ବୋର୍ଦ୍ଧନା । ସିଧା ପ୍ରସାରଣ ଦେଖୁଛନ୍ତି ଅସ୍ମିତା ଖବରରେ । #AsmitakhabarLive #Felicilated #DharmendarPradhan #MlaBarchana #AmarNayak #AmarKumarNayak #BjpBarchana #ASMITAKHABAR
Jajapur, Jajpur
| Sep 19, 2026
#ପୂର୍ବତନ_କେନ୍ଦ୍ରମନ୍ତ୍ରୀ_ତଥା_ସମ୍ବଲପୁର_ସାଂସଦ_ଧର୍ମେନ୍ଦ୍ର_ପ୍ରଧାନଙ୍କୁ_ଚଣ୍ଡିଖୋଲ
#asmitakhabarlive
#felicilated
#dharmendarpradhan
#mlabarchana
#amarnayak
#amarkumarnayak
#bjpbarchana
#asmitakhabar
MORE NEWS
#ବ୍ୟାସ_ପ୍ରିଣ୍ଟ_ମିଡିଆ_ଆସୋସିଏସନର_ପ୍ରତିଷ୍ଠା_ଦିବସ ଯାଜପୁର ଜିଲ୍ଲାର ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନର ଅଷ୍ଟମ ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ସୋମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଭିଭାଷଣ ସିଧାପ୍ରସାରଣ କେବଳ ଅସ୍ମିତା ଖବରରେ। ଖବର ଆଗକୁ ବଢ଼ିବା ପାଇଁ Like Share Comment କରନ୍ତୁ। #AsmitaKhabarLive #VyasaPrintMediaAssociation #ByasanagarJajpur #PrafulChGhadai #SoumyaRanjanPatanaik #AkashDasNayak #SapanKumarNanda #ADMKalingaNagar #PrintMedia #AsmitaKhabar
Jajapur, Jajpur | Sep 19, 2026
#ଧାନ_ବିଲରୁ_୧୦_ଫୁଟ_ଲମ୍ବର_ଅଜଗର_ସାପ_ଉଦ୍ଧାର ବୈରୀ ଡାଳିଯୋଡ଼ା ବନାଞ୍ଚଳ ଅନ୍ତର୍ଗତ ଶାଳପଡା ପଞ୍ଚାୟତ ତିଳପଡା ନିକଟରେ ଧାନବିଲରେ ଏକ ୧୦ ଫୁଟ ଲମ୍ବର ଅଜଗର ସାପ ବୁଲୁଥିବାର ସ୍ଥାନୀୟ ଚାଷୀ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ବୈରୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବୈରୀ ବନପାଳ ଜୀବନ ବେହେରା, ଫରେଷ୍ଟ ଗାର୍ଡ ଅଶ୍ୱିନୀ କୁମାର ସାହୁ, ବନ କର୍ମଚାରୀ ରଜତ ମହାନ୍ତି, ପୁରୁଷୋତ୍ତମ ଗୋଛାୟତ ଓ ସିବୁନ ସ୍ୱାଇଁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ କଳାକଳା ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି। #ByreeRenjar #Dalijoda #Snakerescue #Snakerescueoperation #ASMITAKHABAR
Jajapur, Jajpur | Sep 19, 2026
#ବ୍ୟାସ_ପ୍ରିଣ୍ଟ_ମିଡିଆ_ଆସୋସିଏସନର_ପ୍ରତିଷ୍ଠା_ଦିବସ ଯାଜପୁର ଜିଲ୍ଲାର ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନର ଅଷ୍ଟମ ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ସୋମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଭିଭାଷଣ ସିଧାପ୍ରସାରଣ କେବଳ ଅସ୍ମିତା ଖବରରେ। ଖବର ଆଗକୁ ବଢ଼ିବା ପାଇଁ Like Share Comment କରନ୍ତୁ। #AsmitaKhabarLive #VyasaPrintMediaAssociation #ByasanagarJajpur #PrafulChGhadai #SoumyaRanjanPatanaik #AkashDasNayak #SapanKumarNanda #ADMKalingaNagar #PrintMedia #AsmitaKhabar
Jajapur, Jajpur | Sep 19, 2026
#ଇସ୍ତଫା_ଦେଲେ_ଚଣ୍ଡିତଳ_ପଞ୍ଚାୟତ_ବୁଥ_ସ୍ତରୀୟ_କର୍ମୀ #ବଡ଼ଚଣା_ବିଜେପିରେ_ନୁଆ_ପୁରୁଣା_ଗୋଷ୍ଠୀ_କନ୍ଦଳ #ନିର୍ବାଚନ_ପୂର୍ବରୁ_ସବୁ_ପଞ୍ଚାୟତରେ_ମ୍ୟାନେଜମେଣ୍ଟ_ହୋଇ_ପାରିବେ_ତ ? #BrakingNews #ResignationLetter #Resignation #BJPPresident #ManmohanSamal #CMOOdisha #MohanChMajhi #DharmendraPradhan #DebajaniPradhan #BadachanaBJP #BJPOrganaisation #DisplayBoardPoltics #ChanditalaGP #BadachanaMLA #AmaraKumarNayak #HeiDekha #ASMITAKHABAR
Jajapur, Jajpur | Sep 19, 2026
#ପୂର୍ବତନ_କେନ୍ଦ୍ରମନ୍ତ୍ରୀ_ତଥା_ସମ୍ବଲପୁର_ସାଂସଦ_ଧର୍ମେନ୍ଦ୍ର_ପ୍ରଧାନଙ୍କୁ_ଚଣ୍ଡିଖୋଲଛକ_ଠାରେ_ବିଜେପି_ପକ୍ଷରୁ _ସ୍ୱାଗତ_ସମ୍ବୋର୍ଦ୍ଧନା । #Felicilated #DharmendarPradhan #MlaBarchana #AmarNayak #AmarKumarNayak #BjpBarchana #ASMITAKHABAR
Jajapur, Jajpur | Sep 19, 2026
#ପୂର୍ବତନ_କେନ୍ଦ୍ରମନ୍ତ୍ରୀ_ତଥା_ସମ୍ବଲପୁର_ସାଂସଦ_ଧର୍ମେନ୍ଦ୍ର_ପ୍ରଧାନଙ୍କୁ_ଚଣ୍ଡିଖୋଲ ଛକ_ଠାରେ_ସ୍ୱାଗତ_ସମ୍ବୋର୍ଦ୍ଧନା । ସିଧା ପ୍ରସାରଣ ଦେଖୁଛନ୍ତି ଅସ୍ମିତା ଖବରରେ । #AsmitakhabarLive #Felicilated #DharmendarPradhan #MlaBarchana #AmarNayak #AmarKumarNayak #BjpBarchana #ASMITAKHABAR
Jajapur, Jajpur | Sep 19, 2026
#ପୂର୍ବତନ_କେନ୍ଦ୍ରମନ୍ତ୍ରୀ_ତଥା_ସମ୍ବଲପୁର_ସାଂସଦ_ଧର୍ମେନ୍ଦ୍ର_ପ୍ରଧାନଙ୍କୁ_ଚଣ୍ଡିଖୋଲଛକ_ଠାରେ_ବିଜେପି_ପକ୍ଷରୁ _ସ୍ୱାଗତ_ସମ୍ବୋର୍ଦ୍ଧନା । #Felicilated #DharmendarPradhan #MlaBarchana #AmarNayak #AmarKumarNayak #BjpBarchana #ASMITAKHABAR
Jajapur, Jajpur | Sep 19, 2026
#ଗଂଜେଇ_ସହ_ବ୍ରିଜା_କାର_ଜବତ୍_ଦୁଇ_ଗିରଫ ବଡ଼ଚଣା ଥାନାର ସବ୍ ଇନ୍ସପେକ୍ଟର ତୃତୀମୟୀ ରାଉତ କୈଣସି ସୂତ୍ରରୁ ଖବର ପାଇ ଏକ ଟିମ୍ ସହ ଚଣ୍ଡିଖୋଲ ନିକଟସ୍ଥ କୋର୍ଟ ନିକଟରେ ଚଢାଉ କରି ଏକ ବ୍ରିଜା କାରରେ ଗଂଜେଈ ସହ ଦୁଇ ଜଣଙ୍କୁ ଧରିବାକୁ ସଫଳ ହୋଇଥିଲେ । ଏନେଇ ବଡଚଣା ଥାନାରେ ପ୍ରେସ ରିଲିଜ୍ ମାଧ୍ୟମରେ ଯାଜପୁର ଏମ୍ ଡି ପି ଓ ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଥାନା ଅଧିକାରୀ ଜଗଦୀଶ କର ଉପସ୍ଥିତ ଥିଲେ । #GanjeiJabat #SpJajpur #SdpoJajpur #SartChandraPatra #Barchanapolice #IicBarchana #JagadishKar #ASMITAKHABAR
Jajapur, Jajpur | Sep 18, 2026