Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

କେନ୍ଦୁଝର ସହର: ଭୀମପୁର ଠାରେ ହାତୀ ବନବିଭାଗ ରଖିଛି ନଜର

କେନ୍ଦୁଝର ଜିଲ୍ଲା ଭରତିଆସାହି(ଭୀମପୁର) ଠାରେ ହାତୀ ଅଛି । ଏନେଇ ବନ ବିଭାଗ ପକ୍ଷରୁ ହାତୀଉପରେ ନଜର ରଖା ଯାଇଥିବା ସୂଚନା ମିଳିଛି ।

MORE NEWS

#ଭାରସାମ୍ୟ_ହରାଇ_ଗଛକୁ_ଧକ୍କା_ଦେଲା_କାର 
କେନ୍ଦୁଝର ରୁ ପାଟଣା ଅଭିମୁଖେ ଯାଉଥିବା ଏକ ଘରୋଇ କାର ଶ୍ୟାମସୁନ୍ଦରପୁତ୍ର ନିକଟରରେ  ଭାରସାମ୍ୟ ହରାଇ ଏକ ଗଛ କୁ ଧକ୍କା ଦେଇଥିବା ସୂଚନା  | ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ | 
#latastnewsupdate #pabitranews #BreakingNews #Keonjhar #pabitranewsodishalive

#ଭାରସାମ୍ୟ_ହରାଇ_ଗଛକୁ_ଧକ୍କା_ଦେଲା_କାର କେନ୍ଦୁଝର ରୁ ପାଟଣା ଅଭିମୁଖେ ଯାଉଥିବା ଏକ ଘରୋଇ କାର ଶ୍ୟାମସୁନ୍ଦରପୁତ୍ର ନିକଟରରେ ଭାରସାମ୍ୟ ହରାଇ ଏକ ଗଛ କୁ ଧକ୍କା ଦେଇଥିବା ସୂଚନା | ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ | #latastnewsupdate #pabitranews #BreakingNews #Keonjhar #pabitranewsodishalive

Kendujhar Town, Kendujhar | Jun 24, 2026

କେନ୍ଦୁଝର ଠାରେ ଆଜି ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ଏକ ଗୁରୁତ୍ୱପର୍ଣ୍ଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ କାଞ୍ଝାହାରୀ ଗେଷ୍ଟ ହାଉସ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। 
#latastnewsupdate  #Keonjhar #odishadigitalmedia #pabitranewsodishalive

କେନ୍ଦୁଝର ଠାରେ ଆଜି ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ଏକ ଗୁରୁତ୍ୱପର୍ଣ୍ଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ କାଞ୍ଝାହାରୀ ଗେଷ୍ଟ ହାଉସ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। #latastnewsupdate #Keonjhar #odishadigitalmedia #pabitranewsodishalive

Kendujhar Town, Kendujhar | Jun 24, 2026

#ବନ୍ଧକସୁନା_ଫେରସ୍ତ_ନେଇ_ବିବାଦ_ପିଟି_ପିଟି_ମାରିଦେଲେ
ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ବନ୍ଧକସୁନା ଫେରସ୍ତକୁ ନେଇ ହୋଇଥିବା ଆକ୍ରମଣ ଘଟଣାରେ ଗୁରୁତର ବିଶ୍ୱନାଥ ଓଝା ଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ନୂଆ ରମ୍ପାସ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମରେ ବ୍ୟାପକ ପୋଲିସ ମୃତୟନ ହୋଇଛନ୍ତି। 
#Latastnewsupdate #Breakingnews #Attackongoldhostage #Anandpur #keonjhar

#ବନ୍ଧକସୁନା_ଫେରସ୍ତ_ନେଇ_ବିବାଦ_ପିଟି_ପିଟି_ମାରିଦେଲେ ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ବନ୍ଧକସୁନା ଫେରସ୍ତକୁ ନେଇ ହୋଇଥିବା ଆକ୍ରମଣ ଘଟଣାରେ ଗୁରୁତର ବିଶ୍ୱନାଥ ଓଝା ଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ନୂଆ ରମ୍ପାସ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମରେ ବ୍ୟାପକ ପୋଲିସ ମୃତୟନ ହୋଇଛନ୍ତି। #Latastnewsupdate #Breakingnews #Attackongoldhostage #Anandpur #keonjhar

Kendujhar Town, Kendujhar | Jun 24, 2026

#ସୁନା_ବନ୍ଧକ_ବିବାଦକୁ_ନେଇ_ଆକ୍ରମଣ 
 ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମର ବିଶ୍ୱନାଥ ଓଝା ଗତ ୪/୫ ବର୍ଷ ତଳେ ସେହି ଗ୍ରାମର ବାବୁଲି ପହିଙ୍କ ନିକଟରେ ସୁନା ବନ୍ଧା ଦେଇ ଟଙ୍କା ଆଣିଥିଲା। ପରବର୍ତ୍ତୀ ସମୟରେ ଆଣିଥିବା ଟଙ୍କା ସୁଧ ମୂଳ ସହ ଫେରସ୍ତ କରି ସୁନା ଫେରାଇବାକୁ କହିବାରୁ ବାବୁଲି ସୁନା ଫେରସ୍ତ କରି ନଥିଲା। ଯାହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ସହ ମାଡ ମାରିଥିବା ଅଭିଯୋଗ । 
#latastnewsupdate #pabitranewsodishalive #BreakingNews #pabitranews #Breakingnews #anandpur #keonjhar

#ସୁନା_ବନ୍ଧକ_ବିବାଦକୁ_ନେଇ_ଆକ୍ରମଣ ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମର ବିଶ୍ୱନାଥ ଓଝା ଗତ ୪/୫ ବର୍ଷ ତଳେ ସେହି ଗ୍ରାମର ବାବୁଲି ପହିଙ୍କ ନିକଟରେ ସୁନା ବନ୍ଧା ଦେଇ ଟଙ୍କା ଆଣିଥିଲା। ପରବର୍ତ୍ତୀ ସମୟରେ ଆଣିଥିବା ଟଙ୍କା ସୁଧ ମୂଳ ସହ ଫେରସ୍ତ କରି ସୁନା ଫେରାଇବାକୁ କହିବାରୁ ବାବୁଲି ସୁନା ଫେରସ୍ତ କରି ନଥିଲା। ଯାହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ସହ ମାଡ ମାରିଥିବା ଅଭିଯୋଗ । #latastnewsupdate #pabitranewsodishalive #BreakingNews #pabitranews #Breakingnews #anandpur #keonjhar

Kendujhar Town, Kendujhar | Jun 24, 2026

#୨୯_ନାଗ_ନାଗୁଣୀ_ଛୁଆ_ଉଦ୍ଧାର
ଭଦ୍ରକ ବନ୍ତରୁ ଗୋଖର ଛୁଆ ସହ ୨୯ ନାଗ ନାଗୁଣୀ ଛୁଆ ଉଦ୍ଧାର, ବନ୍ତ ବ୍ଲକ ଅନ୍ତର୍ଗତ ଗୋବିନ୍ଦ ପୁର ପଞ୍ଚାୟତ, ତରାଗ ନାୟକ ସାହି ସୁରେନ୍ଦ୍ର ସାମଲଙ୍କ ଘରୁ ମିର୍ଜା ଆରିଫ ଉଦ୍ଧାର କରିଥିବା ସୂଚନା |
#latastnewsupdate #pabitranews #pabitranewsodishalive #BreakingNews #Bhadrak

#୨୯_ନାଗ_ନାଗୁଣୀ_ଛୁଆ_ଉଦ୍ଧାର ଭଦ୍ରକ ବନ୍ତରୁ ଗୋଖର ଛୁଆ ସହ ୨୯ ନାଗ ନାଗୁଣୀ ଛୁଆ ଉଦ୍ଧାର, ବନ୍ତ ବ୍ଲକ ଅନ୍ତର୍ଗତ ଗୋବିନ୍ଦ ପୁର ପଞ୍ଚାୟତ, ତରାଗ ନାୟକ ସାହି ସୁରେନ୍ଦ୍ର ସାମଲଙ୍କ ଘରୁ ମିର୍ଜା ଆରିଫ ଉଦ୍ଧାର କରିଥିବା ସୂଚନା | #latastnewsupdate #pabitranews #pabitranewsodishalive #BreakingNews #Bhadrak

Kendujhar Town, Kendujhar | Jun 24, 2026

କେନ୍ଦୁଝର ସହର: ଭୀମପୁର ଠାରେ ହାତୀ ବନବିଭାଗ ରଖିଛି ନଜର - Kendujhar Town News