Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Bihar
बिहार
कांग्रेस
चोरी
बीजेपी
Congress
Modi
Delhi
Viral
Up
मध्यप्रदेश
अमित_शाह
Bollywood
दिल्ली
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
Sambalpur
Crimenews
Aap
truptimaya634
#ଖଡ଼ଗପୁର_ରେଳଷ୍ଟେସନରେ_ଚାଞ୍ଚଲ୍ୟ____❗ 🔸ଯାତ୍ରୀଙ୍କ ବ୍ୟାଗରୁ ମିଳିଲା ୧ କୋଟି ୪୦ ଲକ୍ଷ ଟଙ୍କା! ଖଡ଼ଗପୁର ରେଳଷ୍ଟେସନରେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି❗ 🔸ସୂଚନା ଅନୁଯାୟୀ, ଯାତ୍ରୀ ଜଣକ ଜନଶତାବ୍ଦୀ ଏକ୍ସପ୍ରେସରୁ ଓହ୍ଲାଇ ହାୱଡ଼ା ଯିବା ପାଇଁ ଅନ୍ୟ ଏକ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କ ବ୍ୟାଗରୁ ୧ କୋଟି ୪୦ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି❗ 🔸ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆସିଲା ଏବଂ କେଉଁ ଉଦ୍ଦେଶ୍ୟରେ ନିଆଯାଉଥିଲା, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି❗ #Kharagpur #RailwayStation #CashSeizure #140Crore #JanShatabdiExpress #BreakingNews #Kharagpur #RailwayPolice #GRP #Howrah
Bargarh, Bargarh (Baragarh)
| Nov 5, 2026
#ଖଡ଼ଗପୁର_ରେଳଷ୍ଟେସନରେ_ଚାଞ୍ଚଲ୍ୟ____❗
#kharagpur
#railwaystation
#cashseizure
#140crore
#janshatabdiexpress
#breakingnews
#railwaypolice
#grp
#howrah
MORE NEWS
କଟାପାଲିରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ତଳେ ଶୁଆଇବାକୁ ନେଇ ଉଠିଲା ପ୍ରଶ୍ନ #everyonefollowers #padampurtv #viralpost #odisha #highlight
Bargarh, Bargarh (Baragarh) | Nov 5, 2026
👉 ଜମଲା +୨ କଲେଜରେ ଫି ଛାଡ଼ ଦାବିରେ ଛାତ୍ର ଆନ୍ଦୋଳନ, ଦାବି ପୂରଣ ନହେଲେ ତୀବ୍ର ହେବ ଆନ୍ଦୋଳନ #padampurtv #viralchallenge #odisha #dmbargarh #everyonefollowers
Bargarh, Bargarh (Baragarh) | Nov 5, 2026
ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅଫ୍ ବରଗଡ଼ (JAB)ର ଦ୍ୱିବାର୍ଷିକ ନିର୍ବାଚନ ସମ୍ପନ୍ନ ଅଷ୍ଟମ ଥର ପାଇଁ ସଭାପତି ହେଲେ ରବି ନାରାୟଣ ପଣ୍ଡା, ଦ୍ୱିତୀୟ ଥର ସାଧାରଣ ସମ୍ପାଦକ ହେଲେ ବଦ୍ରୀ ପ୍ରସାଦ ସାହୁ ଗାଇସିଲେଟ: ବରଗଡ଼ ଜିଲ୍ଲା ଗାଇସିଲେଟ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଗାଇସିଲେଟ ସାମ୍ବାଦିକ ସଂଘର ଆୟୋଜନରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅଫ୍ ବରଗଡ଼ (JAB)ର ସାଧାରଣ ପରିଷଦ ବୈଠକ ତଥା ଦ୍ୱିବାର୍ଷିକ ନିର୍ବାଚନ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ବିଜେପୁର ବିଧାୟକ ସନତ ଗଡ଼ତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓୟୁଜେ ପର୍ଯ୍ୟବେକ୍ଷକ ତଥା ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରଦୀପ୍ତ ମିଶ୍ର, ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ବିଡିଓ ଲକ୍ଷ୍ମଣ ମାଝି, ବିଧାୟକ ପ୍ରତିନିଧି ଆନନ୍ଦ ମଟାରୀ, ଜାବର ଜିଲ୍ଲା ସଂଯୋଜକ ରଞ୍ଜନ ଦେବତା ଓ ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଜାବ ସଭାପତି ରବି ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଜିଲ୍ଲା ୟୁନିଟର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା ହୋଇଥିଲା। ପରେ ଓୟୁଜେ ପର୍ଯ୍ୟବେକ୍ଷକ ପ୍ରଦୀପ୍ତ ମିଶ୍ରଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀ ହେମନ୍ତ ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ। ନିର୍ବାଚନରେ ସର୍ବସମ୍ମତିକ୍ରମେ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ପଣ୍ଡା ଲଗାତାର ଅଷ୍ଟମ ଥର ପାଇଁ ସଭାପତି ଏବଂ ବଦ୍ରୀ ପ୍ରସାଦ ସାହୁ ଦ୍ୱିତୀୟ ଥର ପାଇଁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ପ୍ରଭୁ ଚରଣ ମହାନ୍ତି, ସତ୍ୟଜିତ୍ ପ୍ରଧାନ, ଯୁଧିଷ୍ଠିର ମହାପାତ୍ର ଓ ନୀଳକଣ୍ଠ ଦୀପ ନିର୍ବାଚିତ ହୋଇଛନ୍ତି। ଯୁଗ୍ମ ସମ୍ପାଦକ ଭାବେ ଜ୍ୟୋତି ରଞ୍ଜନ ମହାପାତ୍ର, ସରୋଜ ଷଡ଼ଙ୍ଗୀ, ଅଶ୍ୱିନୀ ପାତ୍ର ଓ ଧୀରେନ ମହାନ୍ତି ଏବଂ କୋଷାଧ୍ୟକ୍ଷ ଭାବେ ବ୍ୟୋମକେଶ କର ନିର୍ବାଚିତ ହୋଇଛନ୍ତି। ଜିଲ୍ଲା ସଂଯୋଜକ ଭାବେ ରଞ୍ଜନ ଦେବତା, ସାମ୍ବାଦିକ କଲ୍ୟାଣ ପାଣ୍ଠିର ଅଧ୍ୟକ୍ଷ ଭାବେ ହେମନ୍ତ ପ୍ରଧାନ, ଟ୍ରିବ୍ୟୁନାଲ କମିଟି ଅଧ୍ୟକ୍ଷ ଭାବେ କ୍ଷମାନିଧି ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରଞ୍ଜିତ ଦାଶ, ଅଫିସ ସମ୍ପାଦକ ଭାବେ ନରେନ୍ଦ୍ର ଦାଶ ଏବଂ ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ସୁବ୍ରତ ସାହୁ ମନୋନୀତ ହୋଇଛନ୍ତି। ଏଥିସହ ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ ପାଇଁ ୧୨ ଜଣ ବ୍ଲକ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି। ବ୍ଲକ ସଂଯୋଜକଙ୍କ ତାଲିକା: ୧. ଅତାବିରା – କୀର୍ତ୍ତନ ବିଶ୍ୱାଳ ୨. ବିଜେପୁର – ସୁନୀଲ ମିଶ୍ର ୩. ବରଗଡ଼ – ନେପାଳ ପ୍ରଧାନ ୪. ଭଟଲି – ରାଜେଶ ମିଶ୍ର ୫. ଭେଡେନ – ମୁକୁନ୍ଦ ଷଡ଼ଙ୍ଗୀ ୬. ଅମ୍ବାଭୋନା – ପ୍ରକାଶ ରଥ ୭. ବରପାଲି – ପଦ୍ମଲୋଚନ ସାହୁ ୮. ପଦ୍ମପୁର – ସୁଦାମ ପ୍ରଧାନ ୯. ଝାରବନ୍ଧ – ଦେବେନ୍ଦ୍ର ସାହୁ ୧୦. ପାଇକମାଳ – ଧୀରେନ୍ଦ୍ର ମହାନ୍ତି ୧୧. ଗାଇସିଲେଟ – ଝସକେତନ ସାହୁ ୧୨. ସୋହେଲା – ଅଶ୍ୱିନୀ ପାତ୍ର ନବନିର୍ବାଚିତ କର୍ମକର୍ତ୍ତାମାନେ ସାମ୍ବାଦିକଙ୍କ ସ୍ୱାର୍ଥରକ୍ଷା, ସଂଗଠନର ସୁଦୃଢ଼ୀକରଣ ଓ ସାମ୍ବାଦିକ କଲ୍ୟାଣ ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ ପାଇଛି।
Bargarh, Bargarh (Baragarh) | Nov 5, 2026
ସରକାରଙ୍କ ଫି ଛାଡ଼ ଘୋଷଣାକୁ ଅଣଦେଖା ଅଭିଯୋଗ, ଜମଲା +୨ କଲେଜରେ ଛାତ୍ରଛାତ୍ରୀଙ୍କ ଧାରଣା ରି-ଆଡମିଶନ ଫି ଆଦାୟକୁ ନେଇ ଅସନ୍ତୋଷ, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ #padampurtv #dmbargada #everyonefollowers
Bargarh, Bargarh (Baragarh) | Nov 4, 2026
Bargarh, Bargarh (Baragarh) | Nov 4, 2026
Bargarh, Bargarh (Baragarh) | Nov 4, 2026
Bargarh, Bargarh (Baragarh) | Nov 4, 2026
Bargarh, Bargarh (Baragarh) | Nov 4, 2026