ସାନାଖେମୁଣ୍ଡି: ଧରାକୋଟରେ ଝାଡ଼ାବାନ୍ତିର କରାଳ ରୂପ: ଜଣଙ୍କର ମୃତ୍ୟୁ, ୭ ଆକ୍ରାନ୍ତ
Sanakhemundi, Ganjam | Sep 30, 2026
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସାବା ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଅସୁସ୍ଥ ଅଛନ୍ତି। ବିଜେପି ବିଧାୟକ ପ୍ରାର୍ଥୀ ଉତ୍ତମ କୁମାର ପାଣିଗ୍ରାହୀ ଗାଁକୁ ଯାଇ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।