Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Uttarpradesh
Haryana
image
image
image
image
image

ବିନା ତିର୍ପଲରେ ବେଧଡକ ଚାଲୁଛି ମାଟି-ମୋରମ ଡମ୍ପର, ଧୂଳି-ଧୂଆଁରେ ଅତିଷ୍ଠ ଅଞ୍ଚଳ ବାସୀ। ବସ୍ତା ଥାନା ଅମର୍ଦାରୋଡ ଦେଇ ସଂଯୋଗ କରୁଥିବା 16 ନମ୍ବର ଜାତୀୟ ରାଜପଥ ରେ ଦୈନିକ ଶହ ଶହ ମାଟି ଓ ମୋରମ ବୋଝେଇ ଡମ୍ପର ବିନା ତାର୍ପଲରେ ଯାଉଛି। ରାସ୍ତା ସାରା ଧୂଳି ଉଡି ଘର ଦୁଆର, ଦୋକାନ ବଜାର, ସ୍କୁଲ ଛାତ୍ରଛାତ୍ରୀ ସମସ୍ତେ ହଇରାଣ ହେଉଛନ୍ତି। ପ୍ରଶାସନ ଜାଣିଶୁଣି ଆଖି ବୁଜିଦେଇଥିବା ଅଭିଯୋଗ ହେଉଛି।

Basta, Balasore | Jun 7, 2026

MORE NEWS

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟୟ ଭିତ୍ତିପ୍ରସ୍ତର ସ୍ଥାପନ 
ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ନୂତନ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର, ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା କରୁଛନ୍ତି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ,ଆଜି ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟରେ ୨୦୪ ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି,ଆସି ଏହାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭିଡିଓ କନ୍ଫାରେନ୍ସରେ ଫଳକ ଉନ୍ମୋଚନ କରିଛନ୍ତି,ଏହା ଭିତରେ ବସ୍ତା ନିର୍ବାଚନ ମଣ୍ଡଳୀର ମୁକୁଳିସି ପଞ୍ଚାୟତ ର ରାଇମଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭିତ୍ତିପ୍ରସ୍ତର ସ୍ଥାପନ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟୟ ଭିତ୍ତିପ୍ରସ୍ତର ସ୍ଥାପନ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ନୂତନ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର, ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା କରୁଛନ୍ତି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ,ଆଜି ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟରେ ୨୦୪ ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି,ଆସି ଏହାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭିଡିଓ କନ୍ଫାରେନ୍ସରେ ଫଳକ ଉନ୍ମୋଚନ କରିଛନ୍ତି,ଏହା ଭିତରେ ବସ୍ତା ନିର୍ବାଚନ ମଣ୍ଡଳୀର ମୁକୁଳିସି ପଞ୍ଚାୟତ ର ରାଇମଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭିତ୍ତିପ୍ରସ୍ତର ସ୍ଥାପନ

Basta, Balasore | Jun 7, 2026

#Sunday_on_cycling 
ଓଡ଼ିଶା ପୋଲିସ ର ରାଜ୍ୟ ସାରା ପୋଲିସ ପକ୍ଷରୁ #Sunday_on_cycling ରାଲି ଅନୁଷ୍ଠିତ 

ଆଜି ସକାଳେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ପକ୍ଷରୁ ଏସଡିପିଓ ଅଫିସ କାର୍ଯ୍ୟାଳୟ ରୁ ଏକ ସାଇକେଲ ସଭା ଯାତ୍ରା ବାହାରି ଗାନ୍ଧିଛକ ହୋଇ ଥାନା ରେ ପହଞ୍ଚି ଥିଲେ ।  
#NewsUpdate #police #cycling #BASTA #balasore  
#mahimatv #bastapolice #Balasorenews  Odisha Police Organisation  #spbalasore #dmbalasore

#Sunday_on_cycling ଓଡ଼ିଶା ପୋଲିସ ର ରାଜ୍ୟ ସାରା ପୋଲିସ ପକ୍ଷରୁ #Sunday_on_cycling ରାଲି ଅନୁଷ୍ଠିତ ଆଜି ସକାଳେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ପକ୍ଷରୁ ଏସଡିପିଓ ଅଫିସ କାର୍ଯ୍ୟାଳୟ ରୁ ଏକ ସାଇକେଲ ସଭା ଯାତ୍ରା ବାହାରି ଗାନ୍ଧିଛକ ହୋଇ ଥାନା ରେ ପହଞ୍ଚି ଥିଲେ । #NewsUpdate #police #cycling #BASTA #balasore #mahimatv #bastapolice #Balasorenews Odisha Police Organisation #spbalasore #dmbalasore