#Sunday_on_cycling
ଓଡ଼ିଶା ପୋଲିସ ର ରାଜ୍ୟ ସାରା ପୋଲିସ ପକ୍ଷରୁ #Sunday_on_cycling ରାଲି ଅନୁଷ୍ଠିତ
ଆଜି ସକାଳେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ପକ୍ଷରୁ ଏସଡିପିଓ ଅଫିସ କାର୍ଯ୍ୟାଳୟ ରୁ ଏକ ସାଇକେଲ ସଭା ଯାତ୍ରା ବାହାରି ଗାନ୍ଧିଛକ ହୋଇ ଥାନା ରେ ପହଞ୍ଚି ଥିଲେ ।
#NewsUpdate #police #cycling #BASTA #balasore
#mahimatv #bastapolice #Balasorenews Odisha Police Organisation
Basta, Balasore | Jun 7, 2026