ପୁରୀ: ପୁରୀରେ ବ୍ରାଉନ ସୁଗର ବେପାରୀ ଗିରଫ: ବୁଲେଟ ଓ ନିଶାଦ୍ରବ୍ୟ ଜବତ
Puri, Puri | Oct 7, 2026
ପୁରୀ ଜଗତ ପ୍ରତିହାରୀ ଜାଗାରେ ବ୍ରାଉନ ସୁଗର କାରବାର ବେଳେ ଟାଉନ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୧୦.୪୦ ଗ୍ରାମ ବ୍ରାଉନ ସୁଗର, ଗୋଟିଏ ବୁଲେଟ ଓ ୩ଟି ସ୍ମାର୍ଟଫୋନ ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ଜେଲ ହାଜତକୁ ପଠାଯାଇଛି।