ମଦ ବିରୋଧୀ ରାଲିରେ ମହିଳାଙ୍କ ଭିନ୍ନ ମତ, ମଦ ବନ୍ଦ କରିବା ସରକାରକୁ ଦେବୁ ଭୋଟ | ମହିଳା କଂଗ୍ରେସର ମଦ ବିରୋଧୀ ରାଲିରେ ଜଣେ ମହିଳାଙ୍କ ମତ ଏବେ ଚର୍ଚ୍ଚାର ବିଷୟ। ସେ କହିଛନ୍ତି, ଯେଉଁ ସରକାର ମଦ ବନ୍ଦ କରିବ, ଆମେ ସେହି ସରକାରକୁ ଭୋଟ ଦେବୁ। ଦଳ ନୁହେଁ, ମଦ ବନ୍ଦ କରିବା ହିଁ ଆମର ମୁଖ୍ୟ ଦାବି ବୋଲି ମତ ରଖିଛନ୍ତି ମହିଳା। #koraputdistrict #nabarangapurdistrict #MalkangiriDistrict #raygadadistrict #ganjamdistict #Jajpur_District #jeyporemuncipalty #binjharpurblock #sujatakartikeyapandian #vkpandianfornaveenodisha #singpurjajpur #borigumanews #kundurablock #followerseveryone #spkoraput #Bhubaneswar #OdishaNews #OdiaNews #facebookpost #follower #everyonefollowers #PuriDistrict #adibasiculture #koraputadibasi