କଳାହାଣ୍ଡି: ମା ମାଣିକେଶ୍ୱରୀ ଛତର ଯାତ୍ରା: ସଦର ବିଧାୟକ ସାଗର ଦାସଙ୍କ ପ୍ରତିକ୍ରିୟା
Kalahandi, Kalahandi | Oct 19, 2026
ଭବାନୀପାଟଣାର ବିଶ୍ୱ ପ୍ରସିଦ୍ଧ ମା ମାଣିକେଶ୍ୱରୀ ଛତର ଯାତ୍ରାକୁ ନେଇ ମତ ରଖିଲେ ସଦର ବିଧାୟକ ସାଗର ଦାସ। ଯାତ୍ରାର ଆୟୋଜନ ଓ ମା’ଙ୍କ କୃପାକୁ ନେଇ ସେ ପ୍ରଦାନ କଲେ ନିଜର ପ୍ରତିକ୍ରିୟା।