Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
Education
padampurtv
ଆଜିକାଲି ସବୁ ମିଶିନ ରେ ଚାଷ ହେବାର ଲାଗି ଆଉ କଁପର ର ଦରକାର ନାଇ ହେବାର କିନ୍ତୁ ବଲଦ, ନଙ୍ଗଳ, କଁପର ରେ ଚାଷ ଗୁଟେ ଅଲଗା ହେସି । #padampurtv #everyonefollowers #highlights #viralpost #follow4followback
Bargarh, Bargarh (Baragarh)
| Aug 6, 2026
#padampurtv
#everyonefollowers
#highlights
#viralpost
#follow4followback
MORE NEWS
ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠତମ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ #PadampurTv #everyonefollowers #highlightseveryone #viralreelschallenge
Bargarh, Bargarh (Baragarh) | Aug 6, 2026
ଦିବଙ୍ଗତ #ଜନନେତା_ସ୍ୱର୍ଗତ_ସୁଶାନ୍ତ_ସିଂହଙ୍କ ସ୍ମୃତିରେ ୪୧୭ ୟୁନିଟ୍ #ରକ୍ତ_ସଂଗ୍ରହ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ହଳଦୀପାଲି ଠାରେ ଦିବଙ୍ଗତ ଜନନେତା ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ପବିତ୍ର ସ୍ମୃତିରେ ଆୟୋଜିତ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୪୧୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଶିବିରରେ ବୁର୍ଲା ରକ୍ତଭଣ୍ଡାର ଦ୍ୱାରା ୧୭୬ ୟୁନିଟ୍, ବରଗଡ଼ ରକ୍ତଭଣ୍ଡାର ଦ୍ୱାରା ୧୨୧ ୟୁନିଟ୍, ସମ୍ବଲପୁର ରକ୍ତଭଣ୍ଡାର ଦ୍ୱାରା ୬୪ ୟୁନିଟ୍ ଏବଂ ପଦ୍ମପୁର ରକ୍ତଭଣ୍ଡାର ଦ୍ୱାରା ୫୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ମୋଟ ୪୧୭ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇ ମାନବସେବାର ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ। ଏହି ମହାନ ରକ୍ତଦାନ ଶିବିରର ପରିଚାଳନାରେ ବରଗଡ଼ର ସଂକଳ୍ପ ପରିବାର, ନିଷ୍ଠା ପରିବାର, ସୋହେଲାର ଜେ.ଡି.ଏ. ସାମାଜିକ ଅନୁଷ୍ଠାନ, ରାଇଜ୍ ଅଫ୍ ଲାୟନ୍ ସାମାଜିକ ଅନୁଷ୍ଠାନ ଏବଂ ମାରୱାଡ଼ି ଯୁବାମଞ୍ଚ, ର ସଦସ୍ୟ ଓ ସଦସ୍ୟାମାନେ ସକ୍ରିୟ ସହଯୋଗ କରିଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ମଧ୍ୟ ନିଜର ପ୍ରିୟ ନେତା ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇବା ପାଇଁ ବହୁ ସଂଖ୍ୟକ ଲୋକ ରକ୍ତଦାନ କରିବାକୁ ଧାଡ଼ିରେ ଠିଆ ହୋଇଥିଲେ। ସମାଜସେବା ପ୍ରତି ତାଙ୍କର ଅବଦାନ ଓ ମାନବିକ ଆଦର୍ଶକୁ ସ୍ମରଣ କରି ରକ୍ତଦାନ ମାଧ୍ୟମରେ ତାଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବୋଲି ରକ୍ତଦାତାମାନେ ମତ ପ୍ରକାଶ କରିଥିଲେ। ଏହି ଶିବିର ରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ପଦ୍ମଶ୍ରୀ ଓ ସୁଶାନ୍ତ ସିଂ ଙ୍କୁ ହୃଦୟ ରୁ ଭଲ ପାଉଥିବା ବ୍ୟକ୍ତି ଯୋଗ ଦେଇ ଥିଲେ। ସମସ୍ତ ସ୍ୱେଚ୍ଛାକୃତ ରକ୍ତଦାତା, ସହଯୋଗୀ ସାମାଜିକ ଅନୁଷ୍ଠାନ, ରକ୍ତଭଣ୍ଡାରର କର୍ମଚାରୀ, ସ୍ୱେଚ୍ଛାସେବୀ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରିଥିବା ସମସ୍ତଙ୍କୁ ସୁଶାନ୍ତ ସିଂ ସ୍ମୃତି କମିଟି ତରଫରୁ ଆନ୍ତରିକ କୃତଜ୍ଞତା ଓ ଅଶେଷ ଧନ୍ୟବାଦ ଜଣାଇଥିଲେ । ରକ୍ତଦାତାଙ୍କ ମହାନ ଅବଦାନ ଅନେକ ଅମୂଲ୍ୟ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଲୋକେ ପ୍ରକାଶ କରିଥିଲେ।
Bargarh, Bargarh (Baragarh) | Aug 6, 2026
Bargarh, Bargarh (Baragarh) | Aug 6, 2026
ପଦମପୁର #କେନ୍ଦ୍ରୀୟ_ବିଦ୍ୟାଳୟରେ ୧ମରୁ ୫ମ ଶ୍ରେଣୀ #ରିଜଲ୍ଟ_ପ୍ରକାଶିତ ନୂତନ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି ।
Bargarh, Bargarh (Baragarh) | Aug 6, 2026