ତଲସରା: ଆନ୍ତଃରାଜ୍ୟ ସାଇବର ଠକ କୁ ଧରିଲା ରାଜଗାଙ୍ଗପୁର ପୋଲିସ,୨ ଗିରଫ
ରାଜଗାଙ୍ଗପୁର ପୋଲିସ ଆନ୍ତଃଜିଲ୍ଲା ସାଇବର ଠକ ଦଳକୁ ଧରିବାରେ ସଫଳ ହୋଇଛି। ଆଜି ରାଜଗାଙ୍ଗପୁର ଏସଡିପିଓ ବିଭୁତି ଭୁଷଣ ଭୋଇ ଆଇଆଇସି ବିଜୟ କୁମାର ଦାଶ ରାଜଗାଙ୍ଗପୁର ଥାନା ପରିସରରେ ଏହି ବିଷୟରେ ସବିଶେଷ ତଥ୍ୟ ସମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।