Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ବରଗଡ଼ ଜିଲ୍ଲାରେ ୫ ହଜାର ଚାଷୀଙ୍କୁ ଟୋକନ ପ୍ରଦାନ, ଜମି ତୁଳନାରେ ଟୋକନ ଦିଅ, ଦଲାଲ ମୁକ୍ତ କଟନୀ ରହିତ ଧାନ କିଣା ବ୍ୟବସ୍ଥା, ମଣ୍ଡି ମାନଙ୍କରେ ପଡ଼ିଥିବା ୫ ଲକ୍ଷ ପକେଟ ଧାନ ତୁରନ୍ତ କିଣାଯାଉ ଏବଂ ରାସାୟନିକ ସାର ଏବଂ ଉନ୍ନତ ବିହନ ଦେଇ ନୂତନ ଚାଷ ପ୍ରତି ଚାଷୀଙ୍କୁ ଉତ୍ସାହିତ କରାଯାଉ। #PadampurTv #highlight #bargarh #dmbargarh #everyonefollowers