ରାଉରକେଲା ସେକ୍ଟର-୭ରେ ଆୟୋଜିତ ହେବ ମା’ ଲକ୍ଷ୍ମୀ ପୂଜା ୨୦୨୬।।।
ଧନ, ସମୃଦ୍ଧି ଓ ସୁଖଶାନ୍ତିର ଦେବୀ ମା’ ଲକ୍ଷ୍ମୀଙ୍କ ପୂଜାକୁ ନେଇ ରାଉରକେଲାରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଆସନ୍ତା ୨୫ ଅକ୍ଟୋବରରୁ ୨ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ସେକ୍ଟର-୭ ଦୁର୍ଗାପୂଜା ପଡ଼ିଆରେ ଆୟୋଜିତ ହେବ ମା’ ଲକ୍ଷ୍ମୀ ପୂଜା।
ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ କାମନା କରି ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହିତ ଏହି ପୂଜା ଆୟୋଜନ କରିବାକୁ ଯାଉଛି ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟି।
କମିଟି ପକ୍ଷରୁ ଜାରି ନିମନ୍ତ୍ରଣ ପତ୍ର ଅନୁସାରେ, ନଅ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ଅବସରରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଆମନ୍ତ୍ରଣ କରାଯାଇଛି।
ଏହି ଆୟୋଜନରେ କମିଟିର ଅଧ୍ୟକ୍ଷା ପୂଜା ରାୟ, ଉପାଧ୍ୟକ୍ଷା ସୁଚିତ୍ରା ତନ୍ତୀ, ସଂଯୋଜିକା ମିନତୀ ଦେବତା ଏବଂ ସଭାପତି କଳ୍ପନା ଭଞ୍ଜାଙ୍କ ସହ ସମସ୍ତ ସଦସ୍ୟ ସଦସ୍ୟା ଜଡ଼ିତ ଅଛନ୍ତ
ତେଣୁ ଆପଣ ମଧ୍ୟ ନିଜ ପରିବାର ଓ ପରିଜନଙ୍କ ସହ ରାଉରକେଲା ସେକ୍ଟର-୭ ଦୁର୍ଗାପୂଜା ପଡ଼ିଆକୁ ଆସି ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରନ୍ତୁ।
କୋଷାଧକ୍ଷ ମମତା ଜେନା , ଅନ୍ନପୂର୍ଣ୍ଣା ବେହେରା , ଅହଲ୍ୟା ପାଣି , ରଜନୀ ନାୟକ , ନିବେଦିତା ବୈରୀଗଞ୍ଜନ , ସୁପ୍ରଭା ଦେହୁରୀ , ପ୍ରିୟଦର୍ଶିନୀ ରାଉତ , ମନ୍ଦିରା ମିଶ୍ର, ମମତା ଚା ନ୍ଦ, ଅନୁପମା ସ୍ୱାଇଁ , ଅଳକା ଦାସ , ରଶ୍ମୀ ମଣ୍ଡଳ, ସଂଯୁକ୍ତା କାଣ୍ଡି, ରୀତା ପାଢ଼ୀ , ଅଞ୍ଜଳୀ ନାୟକ , ନମିତା ସାହୁ, ବେବି ସେଠୀ, ସରୋଜିନୀ ବେହେରା , ଗୀତା ନାୟକ, ଲକ୍ଷ୍ମୀପ୍ରିୟା ବେହେରା , ଭାନୁମତୀ ବେହେରା , ବିମଳା ବଡ଼ାଇ , ଚାନ୍ଦ ବଡାଇକ,।ପୂଜା ହରିପାଲ,