#ଧାରଣା_ବେଳେ_ମାତାଲ୍
ବୈପାରୀଗୁଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଧାରଣାରେ ବସିଲେ ସୁରକ୍ଷାମଞ୍ଚ କର୍ମକର୍ତ୍ତା
ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟରେ ବିଶେଷଜ୍ଞ ଡାକ୍ତରପଦବୀ ପୂରଣ, ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିୟମିତ ଖୋଲା ଖଲିବl ଏବଂ ଆବଶ୍ୟକ ଉପକାରଣ ପ୍ରଦାନ ଦାବୀ ନେଇ ଆଜି ଜନ ଅସନ୍ତୋଷ ବଢିଛି l