Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

#କୋଟପାଡ଼ରୁ_ଜଣେ_12ବର୍ଷୀୟନାବାଳକ_ନିଖୋଜ କୋଟପାଡରୁ ନିଖୋଜ ଅଛନ୍ତି ଝାଡ଼ସେମଳା ଗ୍ରାମର 12 ବର୍ଷୀୟ ସୁରେଶ ଭତ୍ରା l ବାପା - କର୍ଣ୍ଣ ଭତ୍ରା l ଯଦି କୌଣସି ସହୃଦୟ ବ୍ୟକ୍ତି ଦେଖନ୍ତି l ତାହା ହେଲେ 7326810662 ନଂ ରେ ଯୋଗାଯୋଗ କରନ୍ତୁ l #kotpadbreakingnews #kotpad #missing #kotpadtown #sureshbhtra #koraput #viralpost #plz_fb_viral_this_post Bdo Kotpad District Magistrate Koraput #spkoraput #plz_share #nonfollowers #myfollowers #thankyou #Odisha #OdishaNews

Koraput Town, Koraput | Jun 14, 2026

MORE NEWS

କନ୍ଧମାଳ ଜିଲ୍ଲାରେ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ ଅଛି। ନବରଂଗପୁର ଜିଲ୍ଲାରେ ମଧ୍ୟ ସେହି ନିୟମ ପାଳନ ହେଉ । ଏହି ଦାବୀ ରଖିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ହାତରେ ଲାଠି ଧରି ଆଜି ଶତାଧିକ ମହିଳାଙ୍କ ସହ ଜିଲ୍ଲପାଳ ଅଫିସ ଘେରାଉ କରିଥିଲେ। #Nabarangapur

କନ୍ଧମାଳ ଜିଲ୍ଲାରେ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ ଅଛି। ନବରଂଗପୁର ଜିଲ୍ଲାରେ ମଧ୍ୟ ସେହି ନିୟମ ପାଳନ ହେଉ । ଏହି ଦାବୀ ରଖିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ହାତରେ ଲାଠି ଧରି ଆଜି ଶତାଧିକ ମହିଳାଙ୍କ ସହ ଜିଲ୍ଲପାଳ ଅଫିସ ଘେରାଉ କରିଥିଲେ। #Nabarangapur

Koraput Town, Koraput | Jun 24, 2026

ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଏବିଭିପିର ହେଲ୍ପଡେସ୍କ ଆରମ୍ଭ

ନୂତନ ଶିକ୍ଷାବର୍ଷକୁ ନଜରରେ ରଖି ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପକ୍ଷରୁ ହେଲ୍ପଡେସ୍କ ଖୋଲାଯାଇଛି। ଭର୍ତ୍ତି, ପାଠ୍ୟକ୍ରମ, ପରୀକ୍ଷା, ଛାତ୍ରବୃତ୍ତି ଏବଂ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ହେଲ୍ପଡେସ୍କ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିବ।

ଛାତ୍ରଛାତ୍ରୀଙ୍କୁ ସଠିକ୍ ସୂଚନା ଏବଂ ଆବଶ୍ୟକ ପରାମର୍ଶ ଯୋଗାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ଏବିଭିପି ପକ୍ଷରୁ କୁହାଯାଇଛି।

#ଜୟପୁର #ବିକ୍ରମଦେବବିଶ୍ୱବିଦ୍ୟାଳୟ #ABVP #HelpDesk #StudentSupport #Jeypore #VDU #KoraputNews #OdishaNews #CampusNews

ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଏବିଭିପିର ହେଲ୍ପଡେସ୍କ ଆରମ୍ଭ ନୂତନ ଶିକ୍ଷାବର୍ଷକୁ ନଜରରେ ରଖି ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପକ୍ଷରୁ ହେଲ୍ପଡେସ୍କ ଖୋଲାଯାଇଛି। ଭର୍ତ୍ତି, ପାଠ୍ୟକ୍ରମ, ପରୀକ୍ଷା, ଛାତ୍ରବୃତ୍ତି ଏବଂ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ହେଲ୍ପଡେସ୍କ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିବ। ଛାତ୍ରଛାତ୍ରୀଙ୍କୁ ସଠିକ୍ ସୂଚନା ଏବଂ ଆବଶ୍ୟକ ପରାମର୍ଶ ଯୋଗାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ଏବିଭିପି ପକ୍ଷରୁ କୁହାଯାଇଛି। #ଜୟପୁର #ବିକ୍ରମଦେବବିଶ୍ୱବିଦ୍ୟାଳୟ #ABVP #HelpDesk #StudentSupport #Jeypore #VDU #KoraputNews #OdishaNews #CampusNews

Koraput Town, Koraput | Jun 23, 2026

ଜୟପୁର ବିକ୍ରମ ଦେବ ୟୁନିଭର୍ସିଟିରେ ଖୋଲିଲା ହେଲ୍ପଡେସ୍କ 

ନୂତନ ଶିକ୍ଷାବର୍ଷରେ ନାମଲେଖା ଓ ବିଭିନ୍ନ ଶିକ୍ଷାଗତ ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କୁ ସହଯୋଗ ଯୋଗାଇବା ପାଇଁ ଜୟପୁର ବିକ୍ରମ ଦେବ ୟୁନିଭର୍ସିଟି ପରିସରରେ ଏକ ହେଲ୍ପଡେସ୍କ ଖୋଲାଯାଇଛି। ଏହି ହେଲ୍ପଡେସ୍କ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନାମଲେଖା, ଦଲିଲପତ୍ର ଯାଞ୍ଚ, ପାଠ୍ୟକ୍ରମ ସମ୍ବନ୍ଧୀୟ ତଥ୍ୟ ଓ ଅନ୍ୟାନ୍ୟ ଶିକ୍ଷାଗତ ସମସ୍ୟାର ସମାଧାନ ପାଇପାରିବେ।

ଏହି ସେବା କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳ ସହ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାମାନେ ସକ୍ରିୟ ଭାବେ ଯୋଗଦେଇ ମଞ୍ଚ ସମ୍ଭାଳିବା ସହ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରୁଛନ୍ତି। ଏହି ପଦକ୍ଷେପକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍ୱାଗତ କରିଛନ୍ତି।

📍 ଜୟପୁର, କୋରାପୁଟ

#Jeypore #VikramDevUniversity #HelpDesk #BijuChhatraJanataDal #BYJD #StudentSupport #KoraputNews #JeyporeNews #OdishaNews #Education #OpenLensOdisha

ଜୟପୁର ବିକ୍ରମ ଦେବ ୟୁନିଭର୍ସିଟିରେ ଖୋଲିଲା ହେଲ୍ପଡେସ୍କ ନୂତନ ଶିକ୍ଷାବର୍ଷରେ ନାମଲେଖା ଓ ବିଭିନ୍ନ ଶିକ୍ଷାଗତ ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କୁ ସହଯୋଗ ଯୋଗାଇବା ପାଇଁ ଜୟପୁର ବିକ୍ରମ ଦେବ ୟୁନିଭର୍ସିଟି ପରିସରରେ ଏକ ହେଲ୍ପଡେସ୍କ ଖୋଲାଯାଇଛି। ଏହି ହେଲ୍ପଡେସ୍କ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନାମଲେଖା, ଦଲିଲପତ୍ର ଯାଞ୍ଚ, ପାଠ୍ୟକ୍ରମ ସମ୍ବନ୍ଧୀୟ ତଥ୍ୟ ଓ ଅନ୍ୟାନ୍ୟ ଶିକ୍ଷାଗତ ସମସ୍ୟାର ସମାଧାନ ପାଇପାରିବେ। ଏହି ସେବା କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳ ସହ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାମାନେ ସକ୍ରିୟ ଭାବେ ଯୋଗଦେଇ ମଞ୍ଚ ସମ୍ଭାଳିବା ସହ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରୁଛନ୍ତି। ଏହି ପଦକ୍ଷେପକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍ୱାଗତ କରିଛନ୍ତି। 📍 ଜୟପୁର, କୋରାପୁଟ #Jeypore #VikramDevUniversity #HelpDesk #BijuChhatraJanataDal #BYJD #StudentSupport #KoraputNews #JeyporeNews #OdishaNews #Education #OpenLensOdisha

Koraput Town, Koraput | Jun 23, 2026

#କୋଟପାଡ଼ରୁ_ଜଣେ_12ବର୍ଷୀୟନାବାଳକ_ନିଖୋଜ କୋଟପାଡରୁ ନିଖୋଜ ଅଛନ୍ତି ଝାଡ଼ସେମଳା ଗ୍ରାମର 12 ବର୍ଷୀୟ ସୁରେଶ ଭତ୍ରା l ବାପା - କର୍ଣ୍ଣ ଭତ୍ରା l ଯଦି କୌଣସି ସହୃଦୟ ବ୍ୟକ୍ତି ଦେଖନ୍ତି l ତାହା ହେଲେ 7326810662 ନଂ ରେ ଯୋଗାଯୋଗ କରନ୍ତୁ l #kotpadbreakingnews #kotpad #missing #kotpadtown #sureshbhtra #koraput #viralpost #plz_fb_viral_this_post Bdo Kotpad District Magistrate Koraput #spkoraput #plz_share #nonfollowers #myfollowers #thankyou #Odisha #OdishaNews - Koraput Town News