Public App Logo
ଚିତ୍ରକୋଣ୍ଡା ପୋଲିସର ବଡ଼ ସଫଳତା ୭ଟି ବାଇକ୍ ଚୋରି ମାମଲାରେ ୧୨ ଅଭିଯୁକ୍ତଙ୍କୁ ଫରୱାର୍ଡ, ୧୨ଟି ବାଇକ୍ ଜବତ ଏବଂ ୬ଟି ବାଇକ୍‌କୁ ମାଲିକଙ୍କୁ ହସ୍ତାନ୍ତର । ମାତ୍ର ୨୫ ଦିନରେ ଚିତ୍ରକୋଣ୍ଡା ପୋଲିସର ଉଲ୍ଲେଖନୀୟ କାର୍ଯ୍ୟାନୁଷ୍ଠାନ । #SPMalkangiri - Malkangiri News