କେନ୍ଦୁଝର ଜିଲ୍ଲା #ଶାଳପଡା_କନକମଞ୍ଜରୀ_ମହିଳା_ମହାବିଦ୍ୟାଳୟରେ_ବ୍ୟାନର_ଚିରାଚିରି_ଓ_ପୋଷ୍ଟର_ନଷ୍ଟ_କରିବା_ଭଳି_ଅପ୍ରୀତିକର_ପରିସ୍ଥିତି ସାମ୍ନାକୁ ଆସୁଛି
#ଓଡ଼ିଶାରେ_ଦୀର୍ଘ_ବର୍ଷର_ବ୍ୟବଧାନ ପରେ ଆସନ୍ତା ଅକ୍ଟୋବର ୧୫, ୨୦୨୬ରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି. ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସଗୁଡ଼ିକରେ ଉତ୍ସାହ ମଧ୍ୟରେ ରାଜନୈତିକ ଉଷ୍ଣତା ପ୍ରକାଶ ପାଇଛି. ଏହି ନିର୍ବାଚନ ମାହୋଲରେ ବିଭିନ୍ନ କଲେଜରେ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା କୋଉଠି ଶାନ୍ତି ଶୃଙ୍ଖଳାରେ ପ୍ରଚାର ଚାଲିଥିବା ବେଳେ, କେନ୍ଦୁଝର ଜିଲ୍ଲା ଶାଳପଡା କନକମଞ୍ଜରୀ ମହିଳା ମହାବିଦ୍ୟାଳୟରେ ବ୍ୟାନର ଚିରାଚିରି ଓ ପୋଷ୍ଟର ନଷ୍ଟ କରିବା ଭଳି ଅପ୍ରୀତିକର ପରିସ୍ଥିତି ସାମ୍ନାକୁ ଆସୁଛି,