କଲେଜ ଛାତ୍ର ସଂସଦ ନିର୍ବାଚନ ବିବାଦ ଥମିବାର ନାଁ ଧରୁନି। ପ୍ରଥମେ ରାସ୍ତାରୋକ ଓ ପରେ ଦୁଇଦିନ ଧରି ଥାନା ସମୁଖରେ ଧାରଣା ଜାରି , ଗତ କାଲିଠାରୁ ଛାତ୍ରଛାତ୍ରୀଙ୍କ ସହ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସାମିଲ ହୋଇ ଧାରଣାରେ ବସିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ନାହାନ୍ତି। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି