ଅଖିଳ ବିଶ୍ବ ଗାୟତ୍ରୀ ପରିବାର ଘଷିପୁରା ବ୍ଲକ ଅଳତି ଶାଖା ପକ୍ଷରୁ ଆଶ୍ବିନ୍ଯ ନବରାତ୍ର ଉତ୍ସବ ନିଷ୍ଠାର ସହ ପାଳନ କରାଯାଇଛି। ପ୍ରତ୍ଯହ ଗାୟତ୍ରୀ ଜପ ,ହୋମ ଯଜ୍ଞ, ସହ ସାମୂହିକ ସତସଙ୍ଗ ର ଆୟୋଜନ କରାଯାଇଥିଲା।ନବରାତ୍ରୀ ଦିବସର ଶେଷ ଦିନ ଅର୍ଥାତ ନବମୀ ତିଥିରେ ନବକନ୍ୟା ମାନଙ୍କୁ ପୂଜା କରିବାର ସ୍ୱତନ୍ତ୍ର ବିଧି ରହିଛି ।