ନିର୍ବାଚନ କମିଶନଙ୍କ ସୂଚନା, ଏପ୍ରିଲ ପ୍ରଥମ ସପ୍ତାହରୁ ପଞ୍ଚାୟତ ନିର୍ବାଚନ ଓ ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରୁ ହେବ ପୌର ନିର୍ବାଚନ। Ai ଏବଂ ସୋସିଆଲ ମିଡିଆ ଦ୍ୱାରା ଅପପ୍ରଚାର ଉପରେ ରହିବ କଡା ନଜର।ରାଜ୍ୟରେ ୨୮ଟି ନୂଆ ଏନ୍ଏସି ଓ ୭ଟି ମୁନିସିପାଲିଟି ଏବଂ ଗୋଟିଏ ନୂଆ ମହାନଗର ନିଗମରେ ମଧ୍ୟ ନିର୍ବାଚନ ହେବ। ଏଥର ରାଜନୀତି ସରଗରମ ହେବା ସହ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିବ। ଜନତାଙ୍କ ସେବାରେ ନେତା ସମର୍ପଣ ମନୋଭାବ ରଖି ପ୍ରତିଦ୍ବନ୍ଦିତା କରୁଛନ୍ତି ସତ ନିର୍ବାଚନ ପରେ କିଏ କାହାର ବ୍ୟବହାର, ଏଥର ଜନତା ଉପଯୁକ୍ତ ନେତା ଚୟନ କରିବାକୁ ମନ ବନାଇଛନ୍ତି। ଆସନ୍ତା ଦିନରେ ଗ୍ରାଉଣ୍ଡ ଜିରୋ ରୁ ଟିକିନିଖି ଖବର ସଂଗ୍ରହ କରି ଆପଣଙ୍କ ନିକଟରେ ପହଞ୍ଚାଇବ TV4 ODISHA, ଫୋଲୋର୍ସ ବନ୍ଧୁ ଆମ ସହିତ ସଦାବେଳେ ଜଡ଼ିତ ରୁହନ୍ତୁ। ଜୟ ଜଗନ୍ନାଥ 🙏