Public App Logo
🚨 #ପତାକା_ଉତ୍ତୋଳନ_ବେଳେ_ଅଘଟଣ! 😢 ବିଦ୍ୟୁତ୍ ସଂସ୍ପର୍ଶରେ ଶିକ୍ଷକଙ୍କ ମୃତ ବାଲେଶ୍ୱର ମଇତାପୁରର ଏକ ଘରୋଇ ସ୍କୁଲରେ ପତାକା ଉତ୍ତୋଳନ ପୂର୍ବରୁ ଘଟିଲା ଅଘଟଣ। ପତାକା ଖୁଣ୍ଟି ପୋତିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶିକ୍ଷକ ପ୍ରିୟବ୍ରତ ବେହେରା ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 😢🙏 ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା। 📰 ଏଭଳି ତାଜା ଓଡ଼ିଶା ଖବର ପାଇଁ odisha city news କୁ Follow କରନ୍ତୁ। 🔥 Hastag:- #nonfollowers #follower #trendingnow #foryouシ #odishacitynews #BreakingNews #OdishaNews #BalasoreNews #BhadrakNews #TeacherDeath #ElectricShock #FlagHoisting #OdishaBreaking #ViralNews #NewsUpdate #odishacitynewsplus - Raurkela M News