🇮🇳 ସ୍ୱାଧୀନତା ଦିବସର ଶୁଭେଚ୍ଛା 🇮🇳
“ସ୍ୱାଧୀନତା କେବଳ ଏକ ଦିନର ଉତ୍ସବ ନୁହେଁ, ଏହା ଆମ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସାହସ ଓ ବଳିଦାନର ଅମୂଲ୍ୟ ଉତ୍ତରାଧିକାର।
ଆସନ୍ତୁ, ଦେଶର ଏକତା, ଅଖଣ୍ଡତା ଓ ଗୌରବକୁ ସର୍ବଦା ଅକ୍ଷୁଣ୍ଣ ରଖିବା ପାଇଁ ଶପଥ ନେବା।”
🇮🇳 ଜୟ ହିନ୍ଦ! ବନ୍ଦେ ମାତରମ୍! 🇮🇳
— Dinarati TV
#ସ୍ୱାଧୀନତାଦିବସ #ସ୍ୱାଧୀନତାଦିବସରଶୁଭେଚ୍ଛା #ଜୟହିନ୍ଦ #ବନ୍ଦେମାତରମ୍ #ଭାରତମାତାକିଜୟ #ଆମଭାରତ #ଦେଶପ୍ରେମ #ଏକତାରେଶକ୍ତି #DinaratiTV #IndependenceDay #HappyIndependenceDay #India #ProudIndian