Public App Logo
ଭଦ୍ରକ: #ସାଳନ୍ଦୀ_ଓ_ପୌରାଞ୍ଚଳରେ_କୂତ୍ରିମ_ବନ୍ୟା_ପରିସ୍ଥିତି, ଲଗାଣ ବର୍ଷା ଜଳ ନିଷ୍କାସନ ପାଇଁ ମୁକାବିଲାର ସମୟ ଆସିଛି । ନାଜର ନାଳ ସମେତ ଅନେକ ନାଳିଆ ଏବେ ବି ଅବରୋଧ । ଚଳିତ ବର୍ଷ ବନ୍ୟା ଜଳ ଓ ପୌରାଞ୍ଚଳରେ କୂତ୍ରିମ ବନ୍ୟାର ସ୍ଥାୟୀ ସମାଧାନ ପାଇଁ ଲୋକପ୍ରତିନିଧି ମାନଙ୍କୁ ଭଦ୍ରକବାସିଙ୍କ ଦାବି ରହିଛି। #ciktykhabarbhadrak - Bhadrak Rural News