
ରେଳ ଷ୍ଟେସନର ପ୍ଲାଟଫର୍ମ କିମ୍ବା ରେଳ ଟ୍ରାକ ପାଖରେ ଲେଖାଥିବା (VTO) ର ଅର୍ଥ କଣ ? ଏହାର କାମ କଣ ?
ଏହା କାହିଁକି ଲେଖାଯାଏ ?
ଆପଣ ଯଦି ଜାଣିବାକୁ ଚାହୁଁଛନ୍ତି ତାହାହେଲେ ତଳେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ ।
Facebook Link 👇
https://www.facebook.com/share/v/1GRjyQtUhe/
Instagram Link 👇
https://www.instagram.com/reel/DdrBfQGzFcU/?stkn=amJ3emtvMGJuZzN4
Youbtube Link👇
https://youtu.be/LnBthi7Z8M4?si=FpHBidJl5LVPpcR2
ଆଉ ଭିଡିଓ ଟିକୁ ଜମାରୁ ସ୍କିପ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।
VTO ର ଅର୍ଥ ହେଉଛି ଭିଜିବିଲିଟି ଟେଷ୍ଟ ଅବଜେକ୍ଟ ।
ଏହାର ଓଡିଆ ଅର୍ଥ ହେଉଛି ଦୃଶ୍ୟତା ପରୀକ୍ଷା ଲକ୍ଷ୍ୟ ।
ଖରାପ ପାଗ ଓ କୁହୁଡିର ସୁରକ୍ଷା- ବିଶେଷ କରି ଶୀତ ଦିନ କିମ୍ବା ପ୍ରବଳ କୁହୁଡି, ଝଡ ବର୍ଷା ସମୟରେ ବାୟୁମଣ୍ଡଳରେ ଦୃଶ୍ୟତା ବା (ଭିଜିବିଲିଟି) ବହୁତ କମିଯାଇଥାଏ । ଏଭଳି ପରିସ୍ଥିତିରେ ଲୋକ ପାଇଲଟ ବା ଟ୍ରେନ ଡ୍ରାଇଭର ଏବଂ ଷ୍ଟେସନ ମାଷ୍ଟରଙ୍କୁ ସିଗନାଲ ଦେଖିବାରେ ଅସୁବିଧା ହୋଇଥାଏ । ତେଣୁ ରେଳ ଷ୍ଟେସନରେ ଥିବା ଷ୍ଟେସନ ମାଷ୍ଟରଙ୍କ କାର୍ଯ୍ୟାଳୟ କିମ୍ବା ବସିବା ସ୍ଥାନରୁ ପ୍ରାୟ ୧୮୦ ମିଟର ଦୁରତାରେ ଏହି ଭିଟିଓ ଲେଖାହୋଇଥାଏ ସାଙ୍କେତିକ ରୁପରେ ।
ଅର୍ଥାତ ପ୍ରତିକୁଳ ପାଗ ସମୟରେ ଷ୍ଟେସନ ମାଷ୍ଟରଙ୍କୁ ପ୍ରାୟ ୧୮୦ ମିଟର ଦୁରରେ ଭିଟିଓ ଲେଖାଥିବା ସାଙ୍କେତିକକୁୁ ଦେଖାନଗଲେ ସେ ସ୍ପଷ୍ଟ ହୁଅନ୍ତି ଯେ ଭିଜିବିଲିଟି ବା ଦୃଶ୍ୟତା କମ ରହିଛି । ଟ୍ରେନ ଗୁଡିକର ସୁରକ୍ଷାକୁ ଆଖି ଆଗରେ ରଖି ଷ୍ଟେସନ ମାଷ୍ଟର ସଙ୍ଗେ ସଙ୍ଗେ ଟ୍ରେନ ଡ୍ରାଇଭର ବା ଲୋକ ପାଇଲଟଙ୍କୁ ସତର୍କତା କରିବା ସହିତ ପାଗ ବହୁତ ଖରାପ ଥିବା ନେଇ ଜଣାଇଥାନ୍ତି । ଏହା ସହିତ ଟ୍ରାକରେ ରେଳ ଚଳାଚଳ କରିବା ପାଇଁ ଫଗ ସିଗନାଲ ମ୍ୟାନଙ୍କୁ ନିଯୁକ୍ତି କରିଥାନ୍ତି ।
ଆଉ ଯଦି ଷ୍ଟେସନ ମଷ୍ଟରଙ୍କୁ ତାଙ୍କ କାର୍ଯ୍ୟାଳୟରୁ ସ୍ପଷ୍ଟ ଦେଖାଯାଏ, ଭିଟିଓ ଲେଖାଥିବା ସାଙ୍କେତିକ ଚିହ୍ନ, ତାହାହେଲେ ସେ ସ୍ପଷ୍ଟ ହୁଅନ୍ତି ଟ୍ରେନ ଚଳାଚଳ ପାଇଁ ପ୍ରତିକୁଳ ପାଗ ଠିକ ରହିଛି । ଅର୍ଥାତ ଦୃଶ୍ୟତା ବା ଭିଜିବିଲିଟ ଠିକ ରହିଛି ।
Facebook Link 👇
https://www.facebook.com/share/v/1GRjyQtUhe/
Instagram Link 👇
https://www.instagram.com/reel/DdrBfQGzFcU/?stkn=amJ3emtvMGJuZzN4
Youbtube Link👇
https://youtu.be/LnBthi7Z8M4?si=FpHBidJl5LVPpcR2
ତେବେ ଆପଣ ମାନେ ଏହି ଲିଙ୍କ କୁ କ୍ଲିକ କରି ଆମର ଏହି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖି ଭିଟିଓ ବାବଦରେ ଜାଣିପାରିଲେ । ଭିଡିଓଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ ତାହାହେଲେ ଭିଡିଓକୁ ଲାଇକ ସେୟାର କରନ୍ତୁ ।
ଏଭଳି ସୁନ୍ଦର ସୁନ୍ଦର ରେଳ ଲାଇନ ସମ୍ପର୍କିତ ହେଉ ବା ପର୍ଯ୍ୟଟନ,ଦାର୍ଶନିକ, ପ୍ରାକୃତିକ ଦୃଶ୍ୟ ପରି କିଛି ନୁଆନୁଆ ଭିଡିଓ ଦେଖିବାକୁ ଚାହୁଁଥିଲେ ତୁରନ୍ତ ଆମ ଚ୍ୟାନେଲକୁ ଫଲୋ କରନ୍ତୁ ।
Facebook Link 👇
https://www.facebook.com/share/v/1GRjyQtUhe/
Instagram Link 👇
https://www.instagram.com/reel/DdrBfQGzFcU/?stkn=amJ3emtvMGJuZzN4
Youbtube Link👇
https://youtu.be/LnBthi7Z8M4?si=FpHBidJl5LVPpcR2