Public App Logo
ମାଲକାନଗିରି ଜିଲ୍ଲା ପାଇଁ ଗର୍ବର ମୁହୂର୍ତ୍ତ! ମାଲକାନଗିରି ଝିଅ ଜୟନ୍ତୀ ବୁରୁଦା ଦେଶର ଲୋକପ୍ରିୟ କୁଇଜ୍ ଶୋ KBC (କୌନ୍ ବନେଗା କରୋଡପତି) ର ହଟ୍ ସିଟ୍‌ରେ ନଜର ଆସିବେ। ଆସନ୍ତା ୧୦ ଅଗଷ୍ଟ, ରାତି ୯ଟାରେ Sony TV ରେ ହେବ ଏହି ବିଶେଷ ଏପିସୋଡ୍‌ର ପ୍ରସାରଣ ହେବ । #Malkangiri #JayantiBuruda #KBC #KaunBanegaCrorepati #SonyTV #MalkangiriPride #ProudMoment - Malkangiri News