#ବେଆଇନ_କରତକଳ_ଉପରେ_ବନବିଭାଗ_ଚଢ଼ାଉ
#ଲକ୍ଷାଧିକ_ଟଙ୍କା_ର_ଯନ୍ତ୍ରାଂସ_ଜବତ
ବେଆଇନ କରତକଳ ଗୁଡିକ ପ୍ରଶାସନ ପକ୍ଷରୁ ବନ୍ଦ କରା ଯାଇଥିବା ବେଳେ ଲଙ୍ଗଳେଶ୍ୱର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାଲିଆପାଳ ବ୍ଲକ ନାଚିଣ୍ଡିଆ ଗ୍ରାମରେ ଏକ ବେଆଇନ କରତକଳ ଚାଲୁଥିବା ନେଇ ଲଙ୍ଗଳେଶ୍ବର ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଆଜି ସନ୍ଧ୍ୟା ରେ ଚଢଉ କରିଥିଲେ, ଘଟଣା ସ୍ଥଳରୁ କରତକଳ ର ମାଲିକ ଚମ୍ପଟ ମାରିଥିବା ବେଳେ କରତକଳ ଜବଦ କରିଛି ବନ ବିଭାଗ, ଆଜି ସନ୍ଧ୍ୟା ରେ ରେଞ୍ଜର ଜିତେନ୍ କିସ୍କୁ ଙ୍କ ତତ୍ୱ ଅବଧାନରେ ଲଙ୍ଗଳେଶ୍ବର ଫରେଷ୍ଟ ସେକ୍ସନ ର ଫରେଷ୍ଟର ବିଜୟ କୁମାର ସାହୁ, ପ୍ରତିମା ସ , ବବିସ୍ମିତା ସାହୁ, ଡାଳିମ୍ବ ବେହେରା ଏବଂ ଅନ୍ଯ କର୍ମଚାରୀ ମାନେ ନାଚିଣ୍ଡିଆ ଗ୍ରାମରେ ଅଚାନକ ଚଢଉ କରିବା ସହ ଉକ୍ତ କରତକଳ କୁ ଜବଦ କରି ଅଧିକ ତଦନ୍ତ ଜାରି ରଖିଛନ୍ତି, ତେବେ ଜବତ ହୋଇଥିବା ସାମଗ୍ରୀ ର ଅନୁମନିକ ମୂଲ୍ୟ 3 ଲକ୍ଷ୍ୟ ହେବ ବୋଲି ଜଣା ପଡିଛି lତେବେ ବନବିଭାଗ ର ଏଭଳି ଅତର୍କିତ ଚଢଉ ରେ କାଠ ମାଫିଆ ଏବଂ କରତ କଳ ମାନଙ୍କ ମଧ୍ଯ ରେ କୋକୁଆ ଭୟ ସୃଷ୍ଟି ହୋଇଛି l
#Langaleswar #forestar #baliapal