ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ମୂଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ମାଲକାନଗିରି , ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ସମସ୍ତ ବ୍ଳକ୍ ର ବୈଷୟିକ ପରାମର୍ଶଦାତା ମାନେ ଯୋଗଦେଇ ଥଲେ । ବୈଠକ ରେ ଜିଲ୍ଲା ର ସମସ୍ତ ୧୧୧ ଗୋଟି ଗ୍ରାମ ପଞ୍ଚାୟତ ଯେଭଳି ଭାବେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ରେ ସାମିଲ ହୋଇ ପାରିବ ଆଲୋଚନା କରା ଯାଇଥିଲା। EducationOdisha Information & Public Relations Department, Government of Odisha