Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
भाजपा
Accident
Congress
Modi
Delhi
Viral
Up
Bollywood
दिल्ली
Breakingnews
महिला
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Sdm
Uttarakhand
abhisek.govind
ମାଲକାନଗିରିରେ ମାଓବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ପଣ୍ଡ: ବିପୁଳ ଅସ୍ତ୍ରଶସ୍ତ୍ର ଓ IED ଜବତ I ଓଡ଼ିଶା-ଛତିଶଗଡ଼ ସୀମାନ୍ତ ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ଏକ ବଡ଼ ସଫଳତା। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ଜେରାରୁ ମିଳିଥିବା ସୂଚନା ଆଧାରରେ DVF ଟିମ୍ ଦ୍ୱାରା କରାଯାଇଥିବା ଚଢ଼ାଉରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ ହୋଇଛି #MalkangiriPolice
Malkangiri, Malkangiri
| Aug 26, 2026
#malkangiripolice
MORE NEWS
ମାଥିଲି ଏରିଆରୁ ଆଉ ଗୋଟେ ମାଓ ଡ଼ମ୍ପ ଉଦ୍ଧାର କରି ବିପୁଳ ଅସ୍ତ୍ର ସସ୍ତ୍ର ଜବତ କରିଛି ମାଲକାନଗିରି ପୋଲିସ #maodump #armrecovery #PoliceSuccess #MalkangiriDistrict #odisha
Malkangiri, Malkangiri | Aug 26, 2026
କାଲିମେଳାରେ ପୋଲିସକୁ ବଡ଼ ସଫଳତା, ୧୦ କୋଟିର ଗଞ୍ଜେଇ ଜବତ #GanjaSeizure #AntiDrugOperation #PoliticalNews #MalkangiriDistrict
Malkangiri, Malkangiri | Aug 26, 2026
ମାଲକାନଗିରି ବାଣିଜ୍ୟ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଲକାନଗିରି ଷ୍ଟାଡିୟମ୍ ଫିଲ୍ଡ, ନୂଆଗୁଡ଼ା, ମାଲକାନଗିରିଠାରେ ORUPA Organisation, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ମାଲକାନଗିରି ବାଣିଜ୍ୟ ମେଳାରେ ଏକ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମନୋରଞ୍ଜନଧର୍ମୀ ଓ ସାଂସ୍କୃତିକ ପରିବେଷଣ ଦର୍ଶକମାନଙ୍କୁ ଆକର୍ଷିତ କରିବ। ମାଲକାନଗିରିବାସୀଙ୍କ ପାଇଁ ଏହା ଏକ ମନୋରଞ୍ଜନମୟ ସନ୍ଧ୍ୟାର ଅନୁଭୂତି ଆଣିବ।
Malkangiri, Malkangiri | Aug 25, 2026
ମାଲକାନଗିରି : MMDR ଆଇନ ବିରୋଧରେ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି। ମଶାଲ ଧରି କଂଗ୍ରେସ କର୍ମୀମାନେ ଆଇନ ବିରୋଧରେ ନାରାବାଜି କରି ପ୍ରତିବାଦ ଜଣାଇଥିଲେ।
Malkangiri, Malkangiri | Aug 25, 2026
#କଂଗ୍ରେସ_ମଶାଲ_ଶୋଭାଯାତ୍ରା_MMDR_ଆଇନ_ବିରୋଧରେ #ପ୍ରତିବାଦ MMDR ଆଇନ ବିରୋଧରେ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି
Malkangiri, Malkangiri | Aug 25, 2026
#କଂଗ୍ରେସ_ମଶାଲ_ଶୋଭାଯାତ୍ରା_MMDR_ଆଇନ_ବିରୋଧରେ #ପ୍ରତିବାଦ MMDR ଆଇନ ବିରୋଧରେ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି। ମଶାଲ ଧରି କଂଗ୍ରେସ କର୍ମୀମାନେ ଆଇନ ବିରୋଧରେ ନାରାବାଜି କରି ପ୍ରତିବାଦ ଜଣାଇଥିଲେ। ଏହି ଆନ୍ଦୋଳନ ମାଧ୍ୟମରେ ଦଳ ପକ୍ଷରୁ MMDR ଆଇନକୁ ନେଇ ନିଜର ବିରୋଧ ପ୍ରକାଶ କରାଯାଇଛି।
Malkangiri, Malkangiri | Aug 25, 2026
ବାଲିମେଳା-ଚିତ୍ରକୋଣ୍ଡା ଘାଟି ଅଞ୍ଚଳରୁ ଗତକାଲି ରାତିରେ (୨୪.୦୮.୨୦୨୬) ଏକ ୫ ଫୁଟ ଲମ୍ବର ମଗର କୁମ୍ଭୀରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବନ ବିଭାଗ। #MalkangiriNews
Malkangiri, Malkangiri | Aug 25, 2026
କୋରାପୁଟ - ମୁହାମୁହି ଧକ୍କା ହୋଇ ପାହାଡ ତଳକୁ ଖସିଲା ଦୁଇ ଟ୍ରିକ, କୋରାପୁଟ ଜିଲ୍ଲା ୨୬ ନଂ ଜାତୀୟ ରାଜପଥ ସୂଙ୍କି ନିକଟରେ ଅଘଟନ,ଡ୍ରାଇଭର ଏବଂ ହେଲ୍ପର ଚାପି ହୋଇ ରହିଥିବା ବେଳେ ତାଙ୍କର ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Malkangiri, Malkangiri | Aug 25, 2026