ଭଦ୍ରକ: #ହଦଗଡ଼_ଡ୍ୟାମ୍_ଛାଡୁଛି_ବନ୍ୟାଜଳ, ଏପଟେ ସାଳନ୍ଦୀ ନଦୀ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ। ତିନିତର ଘାଟ ଠାରେ ନିର୍ମାଣ ହେଉଥିବା ବ୍ରିଜ ଠିକାଦାର ବାନ୍ଧିଥିବା ବନ୍ଧରେ ଅଟକି ରହିଛି ସାଳନ୍ଦୀ ପାଣି। ବନ୍ୟାଜଳ ନିଷ୍କାସନ ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ବନ୍ଦକୁ ଛେଦନ କରିବା ନିହାତି ଆବଶ୍ୟକ। ଜିଲ୍ଲାପାଳ,ଭଦ୍ରକ ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ବୈତରଣୀ ନଦୀରେ ତିନିତର ଠାରେ ଚାନ୍ଦବାଲି ଓ ଆରଡ଼ି କୁ ସଂଯୋଗ କରୁଥିବା ନିର୍ମାଣଧୀନ ସେତୁର ସ୍ଥିତି ତଦାରଖ କରିଛନ୍ତି। ଏହି ସେତୁ ସାଳନ୍ଦୀ ବନ୍ୟାଜଳକୁ ଅଟକାଉଛି ପୁର୍ବରୁ ଜଳ ନିଷ୍କାସନ ପାଇଁ ଦିଆଯାଇଥିଲା ଧାରଣ। ଠିକାଦାର ବନ୍ଦ ଛେଦନ କରିବାକୁ ଦେଇଥିଲେ ପ୍ରତିଶ୍ରୁତି ହେଲେ ସଂପୂର୍ଣ୍ଣ ଛେଦନ ହୋଇନାହିଁ।
#Tinitarghat #ciktykhabarbhadrak #DistrictAdministration