Public App Logo
Profile Picture

Ganesh Dakua

@ganesh35991
14956Followers
71Following
ସୋରଡ଼ା ଥାନା ପାଟପଲ୍ଲୀ ଛକ ଠାରେଲକ୍ଷ୍ମୀ ବସ ସହ ବୁଲେଟ ମୁହାଁମୁହିଁ ଧକ୍କା, ତିନି ମୃତ୍ୟୁ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି କରୁଛି ତଦନ୍ତ
ନିଜର ଜମି କୁ ଅନ୍ୟକୁ ଜାତିକୁ ବିକ୍ରି କରିବାରୁ ବାଛନ୍ଦ ହେବାକୁ ପଡିଛି ଉକ୍ତ ପରିବାର,ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅର୍ଜୁନ ପଲ୍ଲୀ ଗାଁ ରେ
କବିସୂର୍ଯ୍ୟନଗର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ ୪ ଦ୍ୱାରା ସାହିରେ ନିଶାଶକ୍ତ ଯୁବକଙ୍କୁ ମହିଳା ଙ୍କ ଏସିଡ଼ୀ ମାଡ଼, ଯୁବକ ଜଣକ ଗୁରୁତର ଆହତ
କବିସୂର୍ଯ୍ୟନଗର ବ୍ଲକ ବୋରସିଂ ଗ୍ରାମପଞ୍ଚାୟତ ବଡ଼ ଚଡିଆପଡା ଗ୍ରାମରେ ଡ୍ରେନେଜ ସମସ୍ୟା କୁ ନେଇ ଗ୍ରାମ ବାସୀଙ୍କ ରାସ୍ତା ରୋକ ସହ ପ୍ରତିବାଦ
ବଡ଼ଗଡ଼ ବନ ବିଭାଗ କୁ ମିଳିଛି ବଡ଼ ସଫଳତା,ବଡ଼ଗଡ଼ ଥାନା ବଳରାମପୁର ଠାରୁ ଶାଗୁଆନ କାଠ ସହ ତିନିଜଣ କୁ ଗିରଫ କରିଛି ବଡ଼ଗଡ଼ ବନ ବିଭାଗ
ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା ଉପଲକ୍ଷେ କବିସୂର୍ଯ୍ୟନଗର ପରିଡା ପାର୍ଟି ପକ୍ଷରୁ ଦଣ୍ଡକାଳୀ ମନ୍ଦିରେ ସାମାଜିକ ନାଟକ ବହି ପୂଜା
କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ପୁରୁଷୋତ୍ତମପୁର ବ୍ଲକ ଝାଡବାଇ କ୍ଳଷ୍ଟର ସାମନ୍ତରାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବାର୍ଷିକଉତ୍ସବ ଅନୁଷ୍ଟିତ
ବଡଗଡ ଥାନା ଦକ୍ଷିଣ ଘୁମୁସର ବନଖଣ୍ଡ ବଡଗଡ ରେଞ୍ଜ ଅଧୀନ ବୁଢାମ୍ବ ଗ୍ରାମର କିଛି ଜଣଙ୍କ ଘରୁ ଅବୈଧ ଭାବେ ରଖିଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ
କବିସୂର୍ଯ୍ୟନଗର ପୋଲିସ କୁ ସଫଳତା,2କେଜି 9ସହ ଗ୍ରାମ ରୁପା ସାମଗ୍ରୀ ସହ ଦୁଇ ମୋବାଇଲ,ଗୋଟିଏ ମୋଟର ସାଇକଲ ତିନି ଅଭିଯୁକ୍ତ ଗିରଫ ସୂଚନା.
କବିସୂର୍ଯ୍ୟନଗର ବ୍ଲକ ସୁନାରିଝୋଳା ଗ୍ରାମ ପଞ୍ଚାୟତ ରେ MGNRGS କାମକୁ JCB କରୁଥିବା ବେଳେ ବିରୋଧ କରିବାରୁ ଯୁବକଙ୍କୁ ମାଡ଼ ସହ ହତ୍ୟା ଧମକ
ହିଞ୍ଜିଳି: ହିଞ୍ଜିଳିକାଟୁ ପୌର ପରିଷଦର ଅଙ୍ଗନବାଡି ନୂତନଗୃହ କୁ ନେଇ ବିବାଦଲାଗିରହିଥିବା ବେଳେ ବଳି ପଡୁଛନ୍ତି ୦୭ ନମ୍ବର ୱାର୍ଡର କୋମଳ ଛାତ୍ର ଓ ଛାତ୍ରୀ
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବିଧାୟକ ଶ୍ରୀଯୁକ୍ତ ପ୍ରତାପଚନ୍ଦ୍ର ନାୟକ ମଥୁରା ମାରଦାଠାରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇଛନ୍ତି
ସୋରଡା: ସୋରଡ଼ା ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ପିଏମ ଶ୍ରୀ ବାର୍ଷିକ ଉତ୍ସବ ରେ ଯୋଗଦେଲେ ବିଧାୟକ
ହିଞ୍ଜିଳି: ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମରେ ଇଗଲ କ୍ରିକେଟ କ୍ଳବ ପକ୍ଷରୁ୧୬ ତମ ମିଟୁ ଓ ପିଣ୍ଟୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦ ଯାପିତ
ସୋରଡା: ସୋରଡ଼ା ବ୍ଲକ୍ ଅନ୍ତର୍ଗତ ଗୋଛା ପଞ୍ଚାୟତ ରଜନିଗନ୍ଧା ପର୍ବତ ନିକଟରେ ଥିବା ଅଲେଖ ମହିମା ଠାରେ ପହଁଚି ବିଧାୟକ ପାଳିଲେ ମକର ସଂକ୍ରାନ୍ତି
କବିସୂର୍ଯ୍ୟନଗର: ପବିତ୍ର ମକର ସଂକ୍ରାନ୍ତି ଅବସରରେ କବିସୂର୍ଯ୍ୟନଗର ସହର ଉତ୍ସବ ମୁଖର ସହର ର ମା ଅଧିଷ୍ଠାତ୍ରୀ ଦେବୀ ମା ମହାମୟୀ ଙ୍କ ନଗର ପରିକ୍ରମା
ହିଞ୍ଜିଳି: ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ମାଧ୍ୟମିକ ବିଦ୍ୟାଳୟ କଞ୍ଚରୁ ଠାରେ ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ ଅନୁଷ୍ଠିତ
ସୋରଡା: ସୋରଡ଼ା ଠାରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀଣି ବିପସା ପାରୁଲ ଚନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ ସାତଦିନିଆ ମହୁଚାଷ ତାଲିମ ଶିବିର ଅନୁଷ୍ଠିତ
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଶ୍ରୀ ମର୍ଦ୍ଧରାଜ ହାଇସ୍କୁଲ ଠାରେ ପିଏମଶ୍ରୀ ବିଦ୍ୟାଳୟସ୍ତରୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ମୁଖ୍ୟ ଅତିଥିଭାବେଯୋଗଦେଲେ ବିଧାୟକ
ସୋରଡା: ସୋରଡା ବ୍ଲକ ପରିସରରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ  ଅଭିଯୋଗ ପ୍ରକୋଷ୍ଟ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମର ପୃଷ୍ଟି ଉପସ୍ଥିତ ଥିଲେ
ହିଞ୍ଜିଳି: ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀ ଶେରଗଡ଼ ଥାନା ଅନ୍ତର୍ଗତ ହାଡ଼ିଚିରା ଗ୍ରାମ ନିକଟରେ ଡାଲା ଅଟୋ ଓଲଟି ଜଣେ ମୃତ୍ୟୁ ଅନେକ ଆହତ ହୋଇଥିବା ସଚନା
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣା ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୃଘଟଣା, ଦୃଘଟଣା ରେ ଜଣଙ୍କ ମୃତ୍ୟୁ ଅନେକ ଗୁରୁତର ଆହତ
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଆଗୁଳ ଛକ ନିକଟରେ ସଡ଼କ ଦୃଘଟଣା, ଅଟୋ ଓଲଟି ଦୁଇ ଜଣ ଗୁରୁତର ଆହତ, ଆହତ ଙ୍କୁ ମେଡିକାଲ ରେ ଭର୍ତ୍ତି
ସୋରଡା: ସୋରଡ଼ା ଥାନା ନୂଆଗଡ ଗ୍ରାମ ନିକଟ ଋଷିକୂଲ୍ୟା ନଦୀରେ ଭାସିଯାଇ ମହିଳାଙ୍କ ମୃତ,ମୃତକ ଜଣଙ୍କ ନୂଆଗଡ ଗ୍ରାମର କାଳିଆ ଗୌଡ଼ଙ୍କ ଝିଅ ରିଙ୍କି ଗୌଡ଼
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଚିଙ୍ଗୁଡ଼ି ଘାଇ ଧୋବାପଲ୍ଲୀ ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ