ସୋରଡା: ସୋରଡ଼ା ବ୍ଲକ୍ ଅନ୍ତର୍ଗତ ଗୋଛା ପଞ୍ଚାୟତ ରଜନିଗନ୍ଧା ପର୍ବତ ନିକଟରେ ଥିବା ଅଲେଖ ମହିମା ଠାରେ ପହଁଚି ବିଧାୟକ ପାଳିଲେ ମକର ସଂକ୍ରାନ୍ତି
Surada, Ganjam | Jan 14, 2026 ଆଜି ମକର ସଂକାନ୍ତି ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର ତେବେ ସୋରଡ଼ା ବ୍ଲକ୍ ଅନ୍ତର୍ଗତ ଗୋଛା ପଞ୍ଚାୟତ ରଜନିଗନ୍ଧା ପର୍ବତ ନିକଟରେ ଥିବା ଅଲେଖ ମହିମା ଆଶ୍ରମ ଆଜି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ନିଜ କର୍ମୀ ଙ୍କୁ ସାଙ୍ଗରେ ନେଇ ମକର ଉତ୍ସବ ପାଳନ କରିଛନ୍ତି ।ତେବେ ପାଞ୍ଚ କିଲୋମିଟର ଜଙ୍ଗଲ ରାସ୍ତାରେ ଚାଲିଚାଲି ଗୋଟିଏ ନଦୀ ପାର ହୋଇ ସେଠାରେ ପହଞ୍ଚିଥିଲେ ବିଧାୟକ ଓ କର୍ମୀ ମାନେ, ସେଠାରେ ପାଳିଲେ ମକର ସଂକ୍ରାନ୍ତି।