Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

କବିସୂର୍ଯ୍ୟନଗର: ପବିତ୍ର ମକର ସଂକ୍ରାନ୍ତି ଅବସରରେ କବିସୂର୍ଯ୍ୟନଗର ସହର ଉତ୍ସବ ମୁଖର ସହର ର ମା ଅଧିଷ୍ଠାତ୍ରୀ ଦେବୀ ମା ମହାମୟୀ ଙ୍କ ନଗର ପରିକ୍ରମା

Kabisuryanagar, Ganjam | Jan 14, 2026
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ର ମା ଅଧିଷ୍ଠାତ୍ରୀ ଦେବୀ ମା ମହାମୟୀ ଙ୍କ ଆଜି ହେଉଛି ବାର୍ଷିକ ଉତ୍ସବ, ପ୍ରତ୍ୟେକ ବର୍ଷ ମାଘ ମାସରେ ମା ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥାଏ, ଜିଲ୍ଲା ଓ ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥାଏ,ଆଜିର ଏହି ପବିତ୍ର ମକର ସଂକ୍ରାନ୍ତି ରେ ମା ମନ୍ଦିର ରୁ ବାହାରି ସହର ପରିକ୍ରମା କରିବା ସହ ଦଶ ଭୁଜା ଅବତାର ରେ ଭକ୍ତ ଙ୍କୁ ଦେଇଥାନ୍ତି ଦର୍ଶନ.