Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବିଧାୟକ ଶ୍ରୀଯୁକ୍ତ ପ୍ରତାପଚନ୍ଦ୍ର ନାୟକ ମଥୁରା ମାରଦାଠାରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇଛନ୍ତି

Kabisuryanagar, Ganjam | Jan 15, 2026
ଗଞ୍ଜାମ ଜିଲ୍ଲା ପୋଲସରା ନିର୍ଵାଚନ ମଣ୍ଡଳୀର ମଥୁରା ଠାରେ ଆୟୋଜିତ ମାରଦା ମହୋତ୍ସବ ରେ ସମ୍ମାନିତ ଅତିଥିଭାବେ ଯୋଗଦେଇଛନ୍ତି କବିସୂର୍ଯ୍ୟନଗର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ, ଜଗନ୍ନାଥ ସଂସ୍କୃତି କୁ ଜୀବିତ ସାଉଟି ଥିବା ମାରଦା ପୀଠ କୁ ଐତିହାସିକ ପୀଠ ଘୋଷଣା କରିବା ସହ ମାନ୍ୟତା ପ୍ରଦାନ କରିବାରେ ପୂର୍ବ ସରକାର ବିଫଳ ହୋଇଥିବା ବେଳେ ବର୍ତମାନ ସରକାର ଏହାକୁ ଗୁରୁତ୍ୱ ଦେଉଥିବା ନିଜ ଅଭିଭାଷଣ ରେ କହିଛନ୍ତି ବିଧାୟକ
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବିଧାୟକ ଶ୍ରୀଯୁକ୍ତ ପ୍ରତାପଚନ୍ଦ୍ର ନାୟକ ମଥୁରା ମାରଦାଠାରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇଛନ୍ତି - Kabisuryanagar News