Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣା ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୃଘଟଣା, ଦୃଘଟଣା ରେ ଜଣଙ୍କ ମୃତ୍ୟୁ ଅନେକ ଗୁରୁତର ଆହତ

Kabisuryanagar, Ganjam | Jan 12, 2026
ଟାଟା କମ୍ପାନା ର ମନମାନି ଯୋଗୁଁ ଚାଲିଗଲା ନିରୀହ ଶ୍ରମିକ ଜୀବନ,ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ ପାଟଣା ନିକଟରେ ମର୍ମାନ୍ତୁତ ସଡ଼କ ଦୁର୍ଘଟଣା l ଇଲେକ୍ଟ୍ରି ଖୁଣ୍ଟ ସହ ଶ୍ରମିକ ଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଓଲଟି ଜଣେ ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଶ୍ରମିକ ଗୁରୁତର ହୋଇଛନ୍ତି l ମୃତ ବ୍ୟକ୍ତି ଟିକରପଡା ଅଞ୍ଚଳର ଶିବ ଦାସ ହୋଇଥିବା ଜଣାପଡିଛି l