Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଆଗୁଳ ଛକ ନିକଟରେ ସଡ଼କ ଦୃଘଟଣା, ଅଟୋ ଓଲଟି ଦୁଇ ଜଣ ଗୁରୁତର ଆହତ, ଆହତ ଙ୍କୁ ମେଡିକାଲ ରେ ଭର୍ତ୍ତି

Kabisuryanagar, Ganjam | Jan 11, 2026
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ ଆଗୁଳ ଛକ ନିକଟରେ ଘଟିଛି ଏକ ସଡ଼କ ଦୃଘଟଣା, ଦୃଘଟଣା ରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗରୁତର ଆହତ ଙ୍କୁ ଉଦ୍ଧାର କରି କବିସୂର୍ଯ୍ୟନଗର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବା ଜଣାପଢ଼ିଛି, ଅନ୍ୟପଟେ ଦୃଘଟଣା ହୋଇଥିବା ଅଟୋ କୁ କବିସୂର୍ଯ୍ୟନଗର ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି।
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଆଗୁଳ ଛକ ନିକଟରେ ସଡ଼କ ଦୃଘଟଣା, ଅଟୋ ଓଲଟି ଦୁଇ ଜଣ ଗୁରୁତର ଆହତ, ଆହତ ଙ୍କୁ ମେଡିକାଲ ରେ ଭର୍ତ୍ତି - Kabisuryanagar News