Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

ହିଞ୍ଜିଳି: ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀ ଶେରଗଡ଼ ଥାନା ଅନ୍ତର୍ଗତ ହାଡ଼ିଚିରା ଗ୍ରାମ ନିକଟରେ ଡାଲା ଅଟୋ ଓଲଟି ଜଣେ ମୃତ୍ୟୁ ଅନେକ ଆହତ ହୋଇଥିବା ସଚନା

Hinjili, Ganjam | Jan 12, 2026
ଶେରଗଡ଼ ଥାନା ହାଡ଼ିଚିରା ଗ୍ରାମ ନିକଟରେ ଡାଲା ଅଟୋ ଓଲଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଆହାତ ହୋଇଛନ୍ତି,ମୃତକ ଜଣକ ହେଲେ ୬୫ବର୍ଷୀୟା ସାରଶୁ ବିଷୋୟୀ,ଅଟୋଟି କୁକୁଡ଼ାଖଣ୍ଡି ହାଡ଼ିଚିରା ରୁ ରୋହିଗାଁ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା,ସମସ୍ତ ଗୁରୁତର ଆହତ ମାନଙ୍କୁ ଶେରଗଡ଼ ମେଡ଼ିକାଲରେ ଭର୍ତ୍ତି କରା ଯାଇଥିବା ବେଳେ 6 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ଥିବାରୁ ବ୍ରହ୍ମପୁର MKCG ପଠାଇଥିବା ସୂଚନା ରହିଛି।

MORE NEWS