Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ସୋରଡା: ସୋରଡ଼ା ଥାନା ନୂଆଗଡ ଗ୍ରାମ ନିକଟ ଋଷିକୂଲ୍ୟା ନଦୀରେ ଭାସିଯାଇ ମହିଳାଙ୍କ ମୃତ,ମୃତକ ଜଣଙ୍କ ନୂଆଗଡ ଗ୍ରାମର କାଳିଆ ଗୌଡ଼ଙ୍କ ଝିଅ ରିଙ୍କି ଗୌଡ଼

Surada, Ganjam | Jan 11, 2026
ସୋରଡ଼ା ଥାନା ନୂଆଗଡ ଗ୍ରାମର ନିକଟ ଋଷିକୂଲ୍ୟା ନଦୀରେ ଭାସିଯାଇ ମହିଳାଙ୍କ ମୃତ,ମୃତକ ମହିଳା ଜଣଙ୍କ ନୂଆଗଡ ଗ୍ରାମର କାଳିଆ ଗୌଡ଼ ଙ୍କ ଝିଅ ରିଙ୍କି ଗୌଡ଼ ବୋଲି ଜଣାପଡିଛି। ବୟସ -30 । ସୂଚନା ମୁତାବକ ରିଙ୍କି ଗାଧେଇବା ପାଇଁ ନଦୀକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ନଦୀ ସୁଅରେ ଭାସିଯାଇ ଥିଲେ , ସେଠାରେ ଥିବା କିଛି ଲୋକ ରିଙ୍କି କୁ ଉଦ୍ଧାର କରି ୧୦୮ ମାଧ୍ୟମରେ ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି