Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ହିଞ୍ଜିଳି: ହିଞ୍ଜିଳିକାଟୁ ପୌର ପରିଷଦର ଅଙ୍ଗନବାଡି ନୂତନଗୃହ କୁ ନେଇ ବିବାଦଲାଗିରହିଥିବା ବେଳେ ବଳି ପଡୁଛନ୍ତି ୦୭ ନମ୍ବର ୱାର୍ଡର କୋମଳ ଛାତ୍ର ଓ ଛାତ୍ରୀ

Hinjili, Ganjam | Jan 15, 2026
ହିଞ୍ଜିଳିକାଟୁ ପୌର ପରିଷଦର ଅଙ୍ଗନବାଡି ନୂତନଗୃହ କୁ ନେଇ ବିବାଦଲାଗିରହିଥିବା ବେଳେ ବଳି ପଡୁଛନ୍ତି ୦୭ ନମ୍ବର ୱାର୍ଡ ର ଛୋଟ ଛୋଟ ନିରୀହ ପିଲା।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ପିଲାମାନଙ୍କର ବାପା ମା ଦାବିକରିଛନ୍ତି। ଯଦି ପ୍ରଶାସନ ତାଙ୍କରି କଥା ନସୁଣନ୍ତି ତେବେ ୦୭ନମ୍ବର ୱାର୍ଡ ର ପିଲାମାନେ ଅଙ୍ଗନବାଡି କେନ୍ଦ୍ର ରୁ ବଞ୍ଚିତ ରହିବେ ବୋଲି ସୂଚନା ଦେଇଛନ୍ତି।

MORE NEWS