Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ସୋରଡା: ସୋରଡା ବ୍ଲକ ପରିସରରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ଅଭିଯୋଗ ପ୍ରକୋଷ୍ଟ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମର ପୃଷ୍ଟି ଉପସ୍ଥିତ ଥିଲେ

Surada, Ganjam | Jan 12, 2026
ସୋରଡା ବ୍ଲକ ପରିସରରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହୋଇଥିଲା । ଏହି ଅଭିଯୋଗ ପ୍ରକୋଷ୍ଟ ରେ ଛତ୍ରପୁର ର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଙ୍କ ସହିତ ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା ଙ୍କ ସହିତ ସବୁ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ,ଆଜି ଏହି ଅଭିଯୋଗ ପ୍ରକୋଷ୍ଟ ରେ 342 ଜଣ ଲୋକ ସେମାନଙ୍କ ଅଭିଯୋଗ ଜଣାଇବାକୁ ଆସିଥିଲେ,ସେଥିରୁ ଅଧିକାଂଶ ଭତା ,ରେସନ କାର୍ଡ,ବାସଗୃହ ରହିଥିଲା।