Public App Logo
Profile Picture

UDALA TAAZA KHABAR

@udalabreaking
3377Followers
1Following
ଉଦଳା: ଓଏଏସ ପରୀକ୍ଷାରେ ୨୬୫ ନମ୍ବର ରାଙ୍କରେ କୃତକାର୍ଯ୍ୟ ହେଲେ ନୂଆଗାଁର ବିଜେଶ ପରିଡା, ଶୁଭେଚ୍ଛା ଜଣାଇଲେ ବିଧାୟକ
ଉଦଳା: ଦୁମୁହାଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଧାରଣା ସହ ବିକ୍ଷୋଭ
ଉଦଳା: ଶିଦାମଚନ୍ଦ୍ରପୁରରେ ଫୁଟବଲ ଖେଳରେ ଯୋଗଦେଲେ ଏନଏସି ଅଧ୍ଯକ୍ଷା
ଉଦଳା: ଭୈରବ ଶଙ୍କର ମନ୍ଦିରର ମୁଖ୍ୟ ଫାଟକ ତାଲା ଭାଙ୍ଗି ଲୁଟ୍ : ଉଦଳା ପୋଲିସ୍ ର ତଦନ୍ତ ଆରମ୍ଭ
ଉଦଳା: ଶରତ ଥାନା‌ ଅଞ୍ଚଳରେ ଜନୈକା ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ
ଉଦଳା: ଉଦଳା ଏନଏସିର ୪ ନମ୍ବର ୱାର୍ଡରେ ଶିକ୍ଷକ ଦୈତାରୀ ବିନ୍ଧାଣୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
ଉଦଳା: ବଡବିଶୋଳ ପୂଜା ମଣ୍ଡପ ବୁଲିଲେ ସ୍ଥାନୀୟ ବିଧାୟକ ଓ ଉଦଳା ପୂଜା ମଣ୍ଡପ ବୁଲିଲେ ସାଂସଦ
ଉଦଳା: ଉଦଳା ଅଞ୍ଚଳର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିଲେ ବିଧାୟକ ଭାସ୍କର ମଢେଇ
ଉଦଳା: ଉଦଳା ସହରର ବିଭିନ୍ନ ମଣ୍ଡପରେ ମା' ଦୂର୍ଗାଙ୍କ ମହା ସପ୍ତମୀ ପୂଜା ଅନୁଷ୍ଠିତ, ଗହଳିକୁ ନଜରରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା
ଉଦଳା: ଆରଆଇ ଚାକିରି କରାଇ ଦେବାକୁ କହି ଟଙ୍କା ଠକେଇ ଅଭିଯୋଗରେ ବାରିପଦାରୁ ଅଭିଯୁକ୍ତକୁ ଗିରଫ କଲା ଉଦଳା ପୋଲିସ
ଉଦଳା: ଠାକୁରାସାହି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ, ମତ ରଖିଲେ ପ୍ରଧାନ ଶିକ୍ଷୟିତ୍ରୀ
ଉଦଳା: ହାତୀ ପାଇଁ କାଠୁଆବେଡା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଛୁଟି ଘୋଷଣା
ଉଦଳା: କୁଣ୍ଡାବାଇ ଓ ଦେବକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ଉଦଳା ବ୍ଲକ ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
ଉଦଳା: କୁଟଲିଂ ଗ୍ରାମର ରାଇସ ମିଲ ଛକରେ ବାଇକକୁ ଧକ୍କା ଦେଲା ଟ୍ରାକ୍ଟର; ୨ ଜଣଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ
ଉଦଳା: କପ୍ତିପଦା ବଜାରରେ ଭାରସାମ୍ୟ ହରାଇ ଓଲଟିଲା ରଡ ବୋଝେଇ ପିକଅପ
ଉଦଳା: ଗୋପବନ୍ଧୁନଗର ବ୍ଲକ ସାହାୟକ ଓ ସହାୟୀକା ସଂଘ ପକ୍ଷରୁ ୪ ଦଫା ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ଉଦଳା ବିଧାୟକ ଙ୍କୁ ପ୍ରଦାନ
ଉଦଳା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଖୋଲିଲା କାଳ ଡ଼୍ୟାମର ଗୋଟିଏ ଗେଟ୍ ସ୍ଥିତି ଅନୁଧ୍ୟାନ କରି ଖୋଲିବେ ସୋନ ଡ଼୍ୟାମର ଗେଟ୍
ଉଦଳା: ଭିମତାଳି ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ସର୍ପ ଦଂଶନ ଜନିତ ମୃତ୍ୟୁ ହ୍ରାସ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଉଦଳା: ଉଦଳା ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲାପାଳ
ଉଦଳା: ଭୁଡୁରୁବଣି ଗ୍ରାମରେ ୨ ଦିନ ହେଲା ଲାଇନ ନଥିବାରୁ ରାସ୍ତାରେ ଟାୟାର ଜାଳି ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଉଦଳା: ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସନ୍ଧାନ ଗୃହରେ ସମୀକ୍ଷା ବୈଠକ ଅନୁଷ୍ଠିତ, ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର
ଉଦଳା: ଚିକିତ୍ସାରେ ଅବହେଳା କାରଣରୁ କପ୍ତିପଦା ଉପଖଣ୍ଡ ମୁଖ୍ୟ ଚିିକିତ୍ସାଳୟରେ ଚାଲିଗଲା ୫ ମାସର ଶିଶୁ କନ୍ୟାର ଜୀବନ, ଧାରଣା ଦେଲେ ପରିବାର ଲୋକେ
ଉଦଳା: ବେଗୁନିଆ ଗାଁରେ ରାସ୍ତାର ଅବସ୍ଥା ଶୋଚନୀୟ; କାଦୁଅ ରାସ୍ତାରେ ଧାନ ତଳି ଲଗାଇ ପ୍ରତିବାଦ କଲେ ଗ୍ରାମବାସୀ, ରଖିଲେ ପ୍ରତିକ୍ରିୟା
ଉଦଳା: ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ; ଯୋଗଦେଲେ ଉଦଳା ବିଧାୟକ, ଏନଏସି ଅଧ୍ୟକ୍ଷା ଓ ବିଡିଓ
ଉଦଳା: ଲଗାଣ ବର୍ଷାରେ କଲୋନୀ ସାହି ଗ୍ରାମରେ ଲୋକଙ୍କ ଘରେ ପଶିଲା ପାଣି; ଭାଙ୍ଗିଲା ଘର କାନ୍ଥ