ଉଦଳା: ଉଦଳା ଅଞ୍ଚଳର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିଲେ ବିଧାୟକ ଭାସ୍କର ମଢେଇ
ସୂଚନାଯୋଗ୍ୟ ଯେ ଆଜି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ଭାଷ୍କର ମଢେଇ ଦିବା ୦୩ ଘଟିକା ସମୟରେ ଉଦଳା ଅଞ୍ଚଳର କପ୍ତିପଦା ଓ ଜିବିନଗର ର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିବା ସହିତ ଦୁର୍ଗତିନାସିନୀ ଜଗତଜନନୀ ମା ଦୁର୍ଗାଙ୍କ ଦର୍ଶନ କରିବା ସହିତ ମା ଙ୍କ ଆଶିର୍ବାଦ କାମନା କରିଛନ୍ତି ଓ ଉଦଳା ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ପାଇଁ ମା ଙ୍କ ନିକଟରେ ପ୍ରାର୍ଥନା କରିଥିବା ସୂଚନା ମିଳିଛି ।