ସୂଚନାଯୋଗ୍ୟ ଯେ ଆଜି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ଭାଷ୍କର ମଢେଇ ସଂଧ୍ୟା ୦୭ ଘଟିକା ସମୟରେ କପ୍ତିପଦା ଅଞ୍ଚଳର ସାନବିଶୋଳ ଦୁର୍ଗାପୂଜା ମଣ୍ଡପ ବୁଲିବା ସହିତ ଦୁର୍ଗତିନାସିନୀ ଜଗତଜନନୀ ମା ଦୁର୍ଗାଙ୍କ ଦର୍ଶନ କରିବା ସହିତ ମା ଙ୍କ ଆଶିର୍ବାଦ କାମନା କରିଛନ୍ତି ଓ ଏଥି ସହିତ ଉଦଳା ଆମ ଦୁର୍ଗାପୂଜା ମଣ୍ଡପ ସଂଧ୍ୟା ୦୦୮ ଘଟିକା ସମୟରେ ବୁଲିଲେ ମୟୂରଭଞ୍ଜ ଏମପି ନବଚରଣ ମାଝୀ ଓ ସମସ୍ତ ଜନସାଧାରଣଙ୍କ ପାଇଁ ମା ଙ୍କ ନିକଟରେ ପ୍ରାର୍ଥନା କରିଥିବା ସୂଚନା ମିଳିଛି ।