Public App Logo
Profile Picture

ପ୍ରିୟାଂଶ ନ୍ୟୁଜ ସର୍ଭିସ

@sahajikatenpress2
8335Followers
1376Following
କଣ୍ଟାବାଞ୍ଜି: ଭଣ୍ଡାରଭାଞ୍ଜି ଗାଁରେ ବିଷ ପିଇ ବୃଦ୍ଧ ଙ୍କ ଆତ୍ମହତ୍ୟା
କଣ୍ଟାବାଞ୍ଜି: ରାଣୀପୁର ଝରିଆଲ ଐତିହାସିକ ଯୋଗିନୀ ପୀଠ ରେ ଚାଲିଥିବା ଶ୍ରାବଣ ମେଳା ରେ ସାମିଲ ହେଲେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ
କଣ୍ଟାବାଞ୍ଜି: ଶ୍ୟାମଜୀ ରାଇସ ମିଲରେ ଚିମନୀ ଉପରୁ ତଳେ ଖସି ପଡି ଯୁବକ ଗୁରୁତର
କଣ୍ଟାବାଞ୍ଜି: ଗୁରୁଣ୍ଡା ଗାଁ ଠାରେ ଶବ ରଖି କ୍ଷତିପୂରଣ ଦାବି ନେଇ ଉତ୍ୟକ୍ତ ଲୋକ ଙ୍କ ଜାତୀୟ ରାଜପଥ ଅବରୋଧ
କଣ୍ଟାବାଞ୍ଜି: ଠେମରା ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
କଣ୍ଟାବାଞ୍ଜି: ଶ୍ରାବଣ ଦ୍ୱିତୀୟ ସୋମବାର ଅବସରରେ ଚଳଚଞ୍ଚଳ ରାଣୀପୁର ଝରିଆଲର ଐତିହାସିକ ଯୋଗିନୀ ପୀଠ
କଣ୍ଟାବାଞ୍ଜି: ବକାଗୁରା ଗାଁରେ ଅବକାରୀ ବିଭାଗ ର ଚଢ଼ାଉ ବିପୁଳ ପରିମାଣ ରେ ବିଦେଶୀ ମଦ ଜବତ, ଜଣେ ଅଟକ
କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ଅଗ୍ରସେନ ଭବନରେ ଚାଲିଥିବା ଶ୍ରୀମଦ ଭାଗବତ ସପ୍ତାହ କଥାମୃତରେ ସାମିଲ ହେଲେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଜିଆରପି ଥାନାର ଦ୍ୱାରସ୍ଥ ହେଲେ ରେଲୱେ ଅଟୋ ଚାଳକ ସଂଘ
କଣ୍ଟାବାଞ୍ଜି: ରାଣୀପୁର ଝରିଆଲ ଐତିହାସିକ ଯୋଗିନୀ ପୀଠ କୁ ବିକାଶ ପାଇଁ ଦାବି କରି ପ୍ରତିକ୍ରିୟା ରଖିଲେ ଗବେଷକ ଡ଼ଃ ନାରାୟଣ ମିଶ୍ର
କଣ୍ଟାବାଞ୍ଜି: ଗୁରୁଣ୍ଡା ଗାଁ ଠାରେ ଅଜଣା ଗାଡି ଧକ୍କାରେ ଜଣେ ମୃତ
କଣ୍ଟାବାଞ୍ଜି: ବାନ୍ଧନପାଲି ଗାଁରେ ଅଘଟଣ- ଲଗାଣ ବର୍ଷା ରେ କାନ୍ଥ ପଡି ଗର୍ଭବତୀ ମହିଳା ଗୁରୁତର
କଣ୍ଟାବାଞ୍ଜି: ଚି଼ଙ୍ଗେରମୁଣ୍ଡା ଠାରେ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତିଲେ ଚାଲକ
କଣ୍ଟାବାଞ୍ଜି: କପିଲାଭଟା ଗାଁର ଯୁବକ ଙ୍କ ମୃତଦେହ ଛତିଶଗଡ଼ ରାଜ୍ୟ ଭାଟାପାରା ରୁ ଉଦ୍ଧାର
କଣ୍ଟାବାଞ୍ଜି: ରାଣୀପୁର  ଝରିଆଲ ଐତିହାସିକ ଯୋଗିନୀ ପୀଠ ଠାରେ ବିଜୁ ଜନତା ଦଳ ର  ବୈଠକ ଅନୁଷ୍ଠିତ
କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା କୋର୍ଟ ରେ ତାଳୁକା ଆଇନ ସେବା କମିଟି ଗଠିତ
କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ରେ ବ୍ଲକ କଂଗ୍ରେସ କମିଟି ର ବୈଠକ- ମନରେଗା ଦୁର୍ନୀତି କୁ ନେଇ ଆସନ୍ତା ୨୨ ରେ ବ୍ଲକ ଘେରାଉ ନିଷ୍ପତ୍ତି
କଣ୍ଟାବାଞ୍ଜି: ରାଣୀସିଲେଟ ଗାଁରେ ହାତୀ ଙ୍କ ଉତ୍ପାତ - ଆରମ୍ଭ ରୁ ଧାନଚାଷ କୁ ନଷ୍ଟ କଲା ହାତୀପଲ,ଚିନ୍ତାରେ ଚାଷୀ
କଣ୍ଟାବାଞ୍ଜି: ହିଆଁଲ ଗାଁରେ ମୋବାଇଲ ପାଇଁ ଛାତ୍ରୀ ଙ୍କ ଆତ୍ମହତ୍ୟା ଉଦ୍ୟମ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେ ବିଜେପି ମହିଳା ମୋର୍ଚ୍ଚା ର ବୈଠକ - ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ
କଣ୍ଟାବାଞ୍ଜି: ବୋରୋବାହାଲରେ ବ୍ଲକ ନାରୀ ସଂଗଠନର ବୈଠକ ଅନୁଷ୍ଠିତ, ବୃଦ୍ଧାଙ୍କୁ ଭତ୍ତା ନ ମିଳିଲେ ଆନ୍ଦୋଳନ ଚେତାବନୀ
କଣ୍ଟାବାଞ୍ଜି: ଝରଣୀପଦର ଗାଁରେ ବିକାଶ ଅପହଞ୍ଚ, ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ <nis:link nis:type=tag nis:id=jansamasya nis:value=Jansamasya nis:enabled=true nis:link/>
କଣ୍ଟାବାଞ୍ଜି: ମୁରିବାହାଲ ରେଳ ଷ୍ଟେସନରୁ ପୁଣି ଗଞ୍ଜେଇ ଜବତ, ଜଣେ ଗିରଫ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେ ବିଜେଡି ପକ୍ଷରୁ କଲେଜ ଛାତ୍ରୀ ନିଆଁ ଜାଲି ଆତ୍ମହୁତି ଘଟଣା ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ
କଣ୍ଟାବାଞ୍ଜି: ବୋରୋବାହାଲ ଗାଁ ଠାରେ ବାଇକ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର